ନୀତା ଅମ୍ବାନୀଙ୍କ ପରିଧାନରେ ସମ୍ବଲପୁରୀ ଶାଢ଼ୀ: ବରପାଲି ବୁଣାକାରଙ୍କ କଳାକୃତିକୁ ଜାତୀୟ ସ୍ୱୀକୃତି
ବରପାଲି :-ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକାର ସୁକାନ୍ତି ମେହେରଙ୍କ ଦ୍ୱାରା ବୁଣାଯାଇଥିବା ଏକ ସୁନ୍ଦର ସମ୍ବଲପୁରୀ ଶାଢ଼ୀ, ନୀତା ଅମ୍ବାନୀଙ୍କ ପରିଧାନ ପରେ ଜାତୀୟ ସ୍ତରରେ ବିଶେଷ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ଏହି ଘଟଣା କେବଳ ଏକ ଶାଢ଼ୀର ସୌନ୍ଦର୍ଯ୍ୟକୁ ନୁହେଁ, ବରଂ ଓଡ଼ିଶାର ବରଗଡ଼…