ବମୀଖାଲ ଓଭର ବ୍ରିଜ଼ ଭୁଶୁଡିବା ମାମଲାରେ ପୂର୍ତ୍ତ ବିଭାଗ ରିପୋର୍ଟ ବିଶ୍ୱାସ ଯୋଗ୍ୟ ନୁହେଁ, ହତ୍ୟା ମାମଲା ରୁଜୁ କରଯାଉ…
ଭୁବନେଶ୍ୱର(ଗୋବିନ୍ଦ ଚନ୍ଦ୍ର ପଣ୍ଡା) ସେତେବେଳେ ଓଡିଶା ଠିକାଦାର ସଂଘ ସଭାପତି ସଙ୍ଗିନ ଅଭିଯୋଗ ଆଣି କହିଥିଲେ ଯେ ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କ ଅର୍ଥ ପଣ୍ଡା କମ୍ପାନୀରେ ଲାଗିଛି। ପୂର୍ବତନ ଆଇନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କର ମଧ୍ୟ ପଣ୍ଡା ଇନଫ୍ର ସହ ସମ୍ପର୍କ ଅଛି…