ରାଜଧାନୀରେ ଗଡ଼ିବ ଭଡାରେ ସାଇକଲ : ଯାତ୍ରୀଙ୍କ ନିରାପତ୍ତା ପାଇଁ ସାଇକଲରେ ଲାଗିବ ଜିପିଏସ
ଭୁବନେଶ୍ୱର : ସ୍ମାର୍ଟ ହେଉଛି ରାଜଧାନୀ, ବଦଳିବାକୁ ଯାଉଛି ଚେହେରା | ଆଉ ସେହି କ୍ରମରେ କ୍ଲିନ ଭୁବନେଶ୍ୱର ମିଶନ ନେଇ ରାଜଧାନୀରେ ଗଡ଼ିବା ସ୍ମାର୍ଟ ସାଇକଲ | ଆଧୁନିକ ସାଇକଲ, ଲାଗିବ ଜିପିଏସ | ବାହାରୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସହ ରାଜଧାନୀର ସାଇକଲ ସୌଖିନ ଲୋକଙ୍କୁ ସାଇକଲ ସେବା…