ଆଦିତ୍ୟ ବାହିନୀର ଉତ୍ତର ବିଭାଗ କର୍ମକର୍ତ୍ତା ବୈଠକ
ଆଧ୍ୟାତ୍ମିକ ଜାଗରଣ ଯାତ୍ରା ଓ ସାଙ୍ଗଠନିକ ସୁଦୃଢ଼ତା ଉପରେ ଆଲୋଚନା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହରର ତକତପୁରଠାରେ ଆଦିତ୍ୟ ବାହିନୀର ଉତ୍ତର ବିଭାଗ କର୍ମକର୍ତ୍ତା ବୈଠକ ସଙ୍ଗଠନର ସଚିବ ଡ଼ଃ ଆଦିତ୍ୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର…