ବିଜେପି ପକ୍ଷରୁ ଗରୀବ ଭୂମିହୀନମାନଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ ଦାବିରେ ବିକ୍ଷୋଭ
ବିଜେଡି କହିଲା "ଲୋକପ୍ରିୟତା ହରାଉଥିବା ବିଜେପି କରୁଛି ଶସ୍ତା ରାଜନୀତି"
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ବିଜେପି ପକ୍ଷରୁ ଭୂମିହୀନ ଗରୀବ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଜନସାଧାରଣଙ୍କୁ ତୁରନ୍ତ ଜମି ପଟ୍ଟା ଯୋଗାଇ ଦେବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…