ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଫେରାର ଅଭିଯୁକ୍ତ କଟକରେ ଭିଜିଲାନ୍ସ ଦ୍ୱାରା ଗିରଫ
ବାରିପଦା(ଦିଲ୍ଲୀପ ମହାନ୍ତି )-କପ୍ତିପଦା ବ୍ଲକରେ କାର୍ଯ୍ୟରତ ଥିବା ଆପଗ୍ରେଡେ଼ଡ ସହକାରୀ ଯନ୍ତ୍ରୀ ସଦାନନ୍ଦ ଜେନାଙ୍କ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ପୈତୃକ ବାସଭବନ ସହିତ ବାଲେଶ୍ୱର ସହରର କାଳିଦାସପୁର ବାସଭବନ, ବାଲେଶ୍ୱର ବେଗୁନିଆସ୍ଥିତ ତାଙ୍କର…