ପ୍ରେମୀଯୁଗଳଙ୍କ ଅତ୍ମହତ୍ୟା ।

ସୋହେଲା-ବରଗଡ଼ ଜିଲା ସୋହେଲା ଥାନା ସୀମାନ୍ତ ଗ୍ରିଂଜେଲ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ମହୁଲ ଗଛରେ ଫାଶୀ ଲଗାଇ ଏକ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ଗ୍ରିଂଜେଲ ଗ୍ରାମର ଗଣେଶ ସେଠ୍‌(୨୦) ଜଣେ ଟ୍ରାକ୍ଟର…

ପଦ୍ମପୁର ପୋଲିସର ଆଉ ଏକ ସଫଳତା : ୧୪ ଜଣ ଦାଦନ ଚାଲାଣ ସମୟରେ ଉଦ୍ଧାର

  ପଦ୍ମପୁର/ନୀଳ ଦୀପ - ଆଜି ସକାଳ ପାଖାପାଖି ୯ଘଣ୍ଟା ସମୟରେ ଏକ ଚାରି ଚକିଆ ଜାନ (ଛୋଟାହାତି) ରେ ୧୪ ଜଣ ଦାଦନ ଚାଲାଣ ସମୟରେ ପଦ୍ମପୁର ପୋଲିସ ଉଦ୍ଧାର କରିଛି । ସୁଚନା ଅନୁଯାୟୀ ପାଇକମାଲ ବ୍ଳକ ଅନ୍ତର୍ଗତ ଟେମରୀମାଲ ଗ୍ରାମର ୧୪ ଜଣ ଶ୍ରମିକଙ୍କୁ ଏକ ଛୋଟାହାତି ଗାଡିରେ (OD 17 L 9479)…

 ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତିଙ୍କ ସହ ଶତାଧିକ କଂଗ୍ରେସ କର୍ମୀ

  ଭୁବନେଶ୍ୱର( ଚକ୍ରଧର ମାଝି) :ବିଧାୟକ ତାର ବାହିନୀପତିଙ୍କୁ କଂଗ୍ରେସ ପୁନର୍ଗଠନ ବେଳେ ଆବଶ୍ୟକ ଗୁରୁତ୍ୱ ଦିଆଯାଇନଥିବା ତଥା ତାଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇନଥିବା ଅଭିଯୋଗରେ କିଛି ଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା କୋରାପୁଟ ଜ଼ିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଶିବ ପଟନାୟକ…

ଆଇନର ରକ୍ଷକ ନା ସରକାରୀ ଗୁଣ୍ଡା !!!

 ପୁଲିସ୍‌ ଦାଦାଗିରି : ବିଚ୍‌ ରାସ୍ତାରେ ନିସ୍ତୁକ ପିଟିଲେ, ଥାନା ଘେରିଲେ ଉତ୍ତେଜିତ ଜନ ସାଧାରଣ ।   ବରଗଡ଼(ନୀଳ ଦୀପ)  - ଶନିବାର ରାତି ପ୍ରାୟ ୮ଟା ବେଳେ ବରଗଡ଼ ପୁଲିସ୍‌ ବିଚ୍‌ ରାସ୍ତାରେ ଦାଦାଗିରି ଦେଖାଇଛି। ଦାଦାଗିରିର ଶିକାର ହୋଇଛନ୍ତି ଜଣେ ୨୦ ବର୍ଷର ଯୁବକ ଅମିତ୍‌ ସାହୁ। ଯୁବକ…

ଚାକିରୀ ନିୟମିତ ନହେଲେ ଆନ୍ଦୋଳନ ।

ବରଗଡ଼(ନୀଳ ଦୀପ) -ବରଗଡ଼ ଗାନ୍ଧୀଛକ ନିକଟ କଲ୍ୟାଣ ମଣ୍ଡପରେ ଶନିବାର ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ, ବରଗଡ଼ ଜିଲା ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଅରୁଣ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପ୍ରତି ରାଜ୍ୟ…

ଧାନ ସଂଗ୍ରହ ଆରମ୍ଭରୁ ଅନିୟମିତତା, ଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ।

ବରଗଡ଼(ନୀଳ ଦୀପ) -ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୧ଦିନ ବିତିଛି। ମାତ୍ର ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ କିଭଳି ଅନିୟମିତତା ଚାଲିଛି, ସେଭଳି ଅଭିଯୋଗ ଏବେ ସାମ୍ନାକୁ ଆସିଛି। ମଣ୍ଡିକୁ ଆସିବା ପରିବର୍ତ୍ତେ ସିଧାସଳଖ ଅତାବିରା ଅଞ୍ଚଳର ଏକ ରାଇସ ମିଲକୁ ଯାଉଥିବା ଏକ…

ବେଆଇନ ମଦ ବିକ୍ରି ବିରୁଦ୍ଧରେ ପଦ୍ମପୁର ଅବକାରୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ 

ପଦ୍ମପୁର-ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଳକ ଅଧିନସ୍ଥ କୁଲାଣ୍ଟି ଗ୍ରାମର ମହିଳା ମାନେ ଗ୍ରାମକୁ ନିଶାମୁକ୍ତ ଗ୍ରାମ କରିବା ପାଇଁ ତଥା ଗ୍ରାମରେ ବେଆଇନ ଭାବରେ ଚାଲିଥିବା ମଦବିକ୍ରି କୁ ବନ୍ଦ କରିବା ପାଇଁ ନିଜ ଗ୍ରାମରେ ସାଧାରଣ ସଭା ଓ ରାଲି କରିବା ସହିତ ଲଖମରା ସମିତି ସଭ୍ୟ…

ରାଜଧାନୀରେ ଗଡ଼ିବ ଭଡାରେ ସାଇକଲ : ଯାତ୍ରୀଙ୍କ ନିରାପତ୍ତା ପାଇଁ ସାଇକଲରେ ଲାଗିବ ଜିପିଏସ 

ଭୁବନେଶ୍ୱର : ସ୍ମାର୍ଟ ହେଉଛି ରାଜଧାନୀ, ବଦଳିବାକୁ ଯାଉଛି ଚେହେରା | ଆଉ ସେହି କ୍ରମରେ କ୍ଲିନ ଭୁବନେଶ୍ୱର ମିଶନ ନେଇ ରାଜଧାନୀରେ ଗଡ଼ିବା ସ୍ମାର୍ଟ ସାଇକଲ | ଆଧୁନିକ ସାଇକଲ, ଲାଗିବ ଜିପିଏସ | ବାହାରୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସହ ରାଜଧାନୀର ସାଇକଲ ସୌଖିନ ଲୋକଙ୍କୁ ସାଇକଲ ସେବା…

ମନ୍ତ୍ରୀଙ୍କ ଗଡ଼ରେ କଳାବଜାରୀ  କାହା ଛତ୍ରଛାୟା ତଲେ !

ସାମ୍ନାକୁ ଆସିଲା ବିଜୟ ଲକ୍ଷ୍ମୀ ରାଇସ ମିଲର  କଳାବଜାରୀର କାରନାମା । ବରଗଡ଼/ ନୀଳ ଦୀପ - ବରଗଡ଼ ଜିଲ୍ଲାର ଅତାବିରା ବ୍ଳକ ଅନ୍ତର୍ଗତ ଜାତୀୟ ରାଜପଥ ରେଙ୍ଗାଲୀ କେମ୍ପ ଛକରୁ ଟାଙ୍ଗର ପାଲିକୁ ଯିବା ରାସ୍ତାରେ ବେନିୟମ ଭାବେ କାର୍ଯ୍ୟ କରୁଥିବା ରେଲ ଲାଇନ ଅତିକ୍ରମ କଲାପରେ ଗଢିଉଠିଥିବା…