ହିନ୍ଦୁ ସମ୍ମିଳନୀ ସହ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ।
କେନ୍ଦୁଝର,ତା୨୯/୧- ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବକ୍ସିବାରିଗାଁ ଗ୍ରାମ ପଞ୍ଚାୟତ ନିକଟସ୍ଥ ଶ୍ରୀରାମ ମନ୍ଦିର ପଡିଆ ଠାରେ ଏକ ଭବ୍ଯ ହିନ୍ଦୁ ସମ୍ମିଳନୀ ଓ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସକାଳ ୮ ଘଟିକା ସମୟରେ ମାତୃଶକ୍ତି ମହିଳା ମାନଙ୍କ ଦ୍ବାରା ୧୦୮ କଳସ ଶୋଭାଯାତ୍ରା ସହିତ…