ଇଣ୍ଟେଲିଜେନ୍ସ ମ୍ୟାନ ଉପରୁ ତୁଟିଲା କି ଭରସା !, ବଦଳିଲେ ଗୁଇନ୍ଦା ସ୍ୱତନ୍ତ୍ର ନିର୍ଦ୍ଦେଶକ ଅରୁଣ ଷଢଙ୍ଗୀ !!
ଅନୁପ ସାହୁ ହେଲେ ଭୁବନେଶ୍ୱର ଡିସିପି, ସଞ୍ଜୟ ସିଂହ ଏସିପି
ଭୁବନେଶ୍ୱର :(ଗିରିଜା ଶଙ୍କର ଦାଶ) ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ଗୁରୁତ୍ୱପୂର୍ଣ ଘଟଣାକ୍ରମରେ ମୁଖ୍ୟମନ୍ତ୍ରୀ ତାଙ୍କ ଗୁଇନ୍ଦା ନିର୍ଦ୍ଦେଶକ ତଥା ଅତିରିକ୍ତ ମହାନିର୍ଦ୍ଦେଶକ ତଥା…