ବାବାବଧ ପପଙ୍ଗା ପାହାଡର ତଳେ
ରାଜ୍ୟସ୍ତରୀୟ ନାଟବାଦୀର ନବମ ସନ୍ଧ୍ୟା:
ବଲାଙ୍ଗିର(ନିରୋଜ ମିଶ୍ର) - ଯେତେବେଳେ ସଂସାରରେ ଅଧର୍ମ ବଢେ଼, ଧର୍ମର ସ୍ଥାପନ ପାଇଁ ଅବତାର ଗ୍ରହଣ କରନ୍ତି ଭଗବାନ । ହେଲେ ଧର୍ମ ନାମରେ ଯେତେବେଳେ ଅଧର୍ମର ରାଜୁତି ·ଲେ, ଗେରୁଆ ପିନ୍ଧି ପାପରୁ ଆରମ୍ଭ ହୁଏ ଜୀବନ । ନାଟ୍ୟକାର ଭଗବାନଙ୍କ ଏକାଦଶ…