ମୁଖ୍ୟମନ୍ତ୍ରୀ ମହୋଦୟ, ଏଇତ ୧୮ ବର୍ଷର ବିକାଶ : ପ୍ରଶାସନକୁ ସରମ ଟିକେ ଥିଲେ ସିନା ହୁଅନ୍ତା !!!
୨୦ ବର୍ଷ ଅପେକ୍ଷା ପରେ ବି ହେଲାନି ରାସ୍ତା ନିର୍ମାଣ, ଅର୍ଥ ଓ ଶ୍ରମଦାନ କରି ଗାଁ ଲୋକ ତିଆରି କଲେ ରାସ୍ତା
ହରଭଙ୍ଗା, ବୌଦ୍ଧ (ସିମୁନ୍ ନାଏକ) ; ହରିଜନ ଆଦିବାସୀ ବିକାଶ ପାଇଁ ସରକାରଙ୍କ ଅନ୍ତର କୋହରେ ଫାଟି ପଡୁଛି | ସରକାର ପ୍ରଚାର ପ୍ରସାର ମାଧ୍ୟମରେ ମାକୁ ସମ୍ମାନ ଗାଁକୁ କାମର…