ବେଲମୁଣ୍ଡା ଗ୍ରାମବାସୀଙ୍କ ମୁହଁରେ ହସ ଫୁଟାଇଲେ ସୁନିତା
ଶେଷରେ ହାତପାଆନ୍ତାରେ ଲୋକ ପାଇଲେ ପାଣି
ଗନିଅାଁପାଲି/ ନୀଳ ଦୀପ : ଜଳ ହିଁ ଜୀବନ । ଜଳକୁ ବାଦ୍ ଦେଇ ଜୀବନର ସ୍ଥିତି ଅସମ୍ଭବ । ତେବେ ମନରେ ପ୍ରଶ୍ନ ଆସେ ସାଧାରଣ ବ୍ୟକ୍ତିଟିଏ ଅସମ୍ଭବକୁ ସମ୍ଭବ କରି ପାରୁଥିବା ସ୍ଥଳେ ସରକାର କାହିଁକି ମୌଲିକ ସୁବିଧା ଯୋଗଇଦେବାରେ ବ୍ୟର୍ଥ । ଦୀର୍ଘ…