ବେଆଇନ ମାଟିଚାଲାଣ : ବିପୁଳ ରାଜସ୍ୱ ହାନି, ତହସିଲ ପ୍ରଶାସନ ଜାଣି ଅଜଣା
ଯାଜପୁରରୋଡ୍Jayashankar Dash : ଦାନଗଦୀ ତହସିଲ ଅନ୍ତର୍ଗତ ରାଛିପୁର ଅଞ୍ଚଳରେ ମାଟିମାଫିଆମାନେ ତହସିଲ କର୍ତ୍ତୃପକ୍ଷଙ୍କୁ ମୋଟା ଅଙ୍କର ହାତଗୁଞ୍ଜା ଦେଇ ଅବାଧରେ ମାଟିଚାଲାଣ କରୁଥିବା ଅଭିଯୋଗ ହେଉଛି । ସରକାରୀ ଅନାବାଦୀ ଜମିରୁ ପ୍ରତିଦିନ ଶହ ଶହ ଟ୍ରାକ୍ଟର ଯୋଗେ ମାଟିଚାଲାଣ ହେଉଥିବାବେଳେ…