ରାଜନୀତି ପଶାପାଲି ରେ ନବୀନଙ୍କ ନବୀନ ଚାଲ
ଅଚ୍ୟୁତଙ୍କୁ ମୟୁରଭଞ୍ଜ ବିଜେଡିର ଗୁରୁ ଦାୟିତ୍ୱ
ଆଦିବାସୀଙ୍କ ପାଇଁ ସାଜିବେ ବିଜେଡିର ବ୍ରାଣ୍ଡ ଆମ୍ବାସଡର
"୨୦୧୯ ନିର୍ବାଚନ ନିହାତି ଭାବେ ନବୀନଙ୍କ ପାଇଁ ଅଗ୍ନି ପରୀକ୍ଷା | ବିଜେପିର ସାମର୍ଥ୍ୟ ବୃଦ୍ଧି ନିଶ୍ଚିତ ଭାବେ ଶାସକ ବିଜେଡି ପାଇଁ ଆହ୍ୱାନ ସୃଷ୍ଟି କରିଛି | ଆଦିବାସୀ ବହୁଳ…