ପ୍ରେସ ୟୁନିୟନ ରାୟଗଡକୁ ପ୍ରକୃତି ମିତ୍ର ୨୦୧୮ ପୁରସ୍କାର ପ୍ରଦାନ

0

ରାୟଗଡ(ସରୋଜ କୁମାର ସାହୁ) : ଜଙ୍ଗଲ ଓ ପରିବେଶ ବିଭାଗ ଓଡିଶା ସରକାରଙ୍କ ତରଫରୁ ଭୁବନେଶ୍ୱର ଠାରେ ରବୀନ୍ଦ୍ର ମଣ୍ଡପ ରେ ଆୟୋଜିତ ବିଶ୍ବ ପରିବେଶ ଦିବସ କାର୍ଯ୍ୟକ୍ରମ ରେ ପ୍ରେସ ୟୁନିୟନ ରାୟଗଡ କୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ  ଅବଦାନ ପାଇଁ ଓଡିଶା ସରକାରଙ୍କ ତରଫରୁ ପ୍ରକୃତି ମିତ୍ର ୨୦୧୮ ପୁରସ୍କାର ରେ ସମ୍ମାନିତ କରିଛନ୍ତି। ଏହି ଅବସରରେ ପ୍ରେସ ୟୁନିୟନ ରାୟଗଡର ସଦସ୍ୟ ସୁବାଷ ଚନ୍ଦ୍ର ସୂର୍ଯ୍ୟ ଦଶ ହଜାର ଟଙ୍କା ଅର୍ଥ ରାଶି ସହ ମାନପତ୍ର ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଗ୍ରହଣ କରିଛନ୍ତି।

05-06-18-raya-1-w.jpg - 102.76 kB

Leave A Reply

Your email address will not be published.