ନୃତ୍ୟ ସଙ୍ଗୀତ କଳା ମନ୍ଦିରର ବାର୍ଷିକୋତ୍ସବ
ବାଲେଶ୍ୱର(ଉଜ୍ଜ୍ୱଳ କର)
ବାଲେଶ୍ୱରର ଅନ୍ୟତମ ପୁରାତନ କଳା ଅନୁଷ୍ଠାନ ‘ନୃତ୍ୟ ସଙ୍ଗୀତ କଳା ମନ୍ଦିର’ର ୬୨ତମ ବାର୍ଷିକ ଉତ୍ସବ ଟାଉନହଲ ପରିସରରେ ଅନୁଷ୍ଠାନ ହୋଇଯାଇଛି । ଅନୁଷ୍ଠାନର ଉପ-ସଭାପତି ସୁବାସିନୀ ଜେନା ଏଥିରେ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ…