ବସରୁ କଏଦୀ ଚମ୍ପଟ
Baripada / Dillip Mohanty : ବୈଶିଙ୍ଗା ଥାନାରେ ଫୌଜଦାରୀ ମାମଲା କେଶ ନମ୍ବର 113/2018ରେ ଅଭିଯୁକ୍ତ ଆସାମୀ ସନ୍ତୋଷ ସାହୁଙ୍କୁ ଗିରଫ କରାଯାଇ ଆଜି ବେତନଟୀ ଏସ ଡ଼ି ଜେଏମ୍ କୋର୍ଟରେ ହାଜର କରାଯିବାପରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଥିଲା । ତାଙ୍କୁ ବାରିପଦା ମଣ୍ଡଳ କାରାଗାରକୁ ଏକ…