ଯାଜପୁରରେ ଜିଲ୍ଲାର ପ୍ରଥମ ଗୋଲାପୀ ବୁଥ ; ଏଠି ଦାୟିତ୍ୱରେ ସବୁ ମହିଳା
ପିଙ୍କ ବୁଥରେ ନିର୍ବାଚନ ପରିଚାଳନା କରି ନିଜକୁ ଗର୍ବିତ ମନେକଲେ ପୁଲିଂ ଅଧିକାରୀ ।
ଯାଜପୁର(ଜୟଶଙ୍କର ଦାଶ): ପିଙ୍କ ବୁଥରେ ନିର୍ବାଚନ କାର୍ଯ୍ୟ ପରିଚାଳନା କରି ଆମେ ଗର୍ବିତ । ଏହା ଆମକୁ ବେଶ ଉତ୍ସାହ ଦେଇଚ୍ଥି ବୋଲି ପ୍ରଥମ ଥର ପାଇଁ ନିର୍ବାଚନରେ ନିୟୋଜିତ ହୋଇଥିବା ମହିଳା…