ପୁଇଁତଲା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତରେ ସାଂସଦ କଳିକେଶ,ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର କଲେ ଶିଳାନ୍ୟାଶ
ବଲାଙ୍ଗିର(ନିରୋଜ ମିଶ୍ର)
ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂଦେଓ ପୁଇଁତଲା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତକରି ଅନକ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶିଳାନ୍ୟାଶ କରିଥିଲେ । ସାଉନ୍ତପୁର ଗ୍ରାମପଞ୍ଚାୟତର ଶିକାବହେଙ୍ଗା, ଲୁକାପଢା ଗ୍ରାମପଞ୍ଚାୟତର…