ରଥଯାତ୍ରା ପାଇଁ ଡିଜି ନେଲେ ବୈଠକ, ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ
ଅତିରିକ୍ତ ଡିଜି ସତ୍ୟଜିତ ମହାନ୍ତିଙ୍କୁ ରଥଯାତ୍ରା ତଦାରଖ ଦାୟିତ୍ୱ
ଭୁବନେଶ୍ୱର : ଆସନ୍ତା ଜୁଲାଇ ୧୪ ତାରିଖରେ ପୁରୀ ଠାରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳାର ସହ ସମାପନ ପାଇଁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଭୁବନେଶ୍ୱର ଠାରେ ଆରକ୍ଷୀ ମହାନିର୍ଦ୍ଦେଶକ ଡା.…