ଦାୟିତ୍ୱ ନେଲେ ନୂଆ ଡିଜିପି ଆର୍.ପି. ଶର୍ମା
କଟକ ଅଫିସ,୩୧।୮:ନୂଆ ଡିଜିପି ଭାବେ ରାଜେନ୍ଦ୍ର ପ୍ରସାଦ ଶର୍ମା ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଦାୟତ୍ୱ ନେଇଛନ୍ତି। କଟକସ୍ଥିତ ପୋଲିସ ମୁଖ୍ୟାଳୟଠାରେ ବିଦାୟି ପୋଲିସ ମହାନିର୍ଦ୍ଦେଶକ କନଓ୍ବର ବ୍ରଜେଶ ସିଂ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଦାୟତ୍ୱ ଗ୍ରହଣ ପରେ ନୂଆ ଡିଜିପି…