ଓଡ଼ିଶାର ଏମଏସପି ଲଢେଇ ପହଂଚିବ ରାଇସିନା ହିଲରେ
ପ୍ରଧାନମନ୍ତ୍ରୀ ହତାଦର କଲେ, ରାଷ୍ଟ୍ରପତିଙ୍କ ପାଖରେ ଗୁହାରି କରିବାକୁ ନିଷ୍ପତ୍ତି ନେଲା ଗୃହ କମିଟି !
ଭୁବନେଶ୍ୱର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବ ବିଧାନସଭା ଗୃହ କମିଟି । ପ୍ରଧାନମନ୍ତ୍ରୀ ଏ ସଂପର୍କରେ ଉତ୍ତର ନଦେବା ପରେ ଏଭଳି…