ବିଶ୍ୱ କପ ଦଳ ଲଣ୍ଡନ ଯାତ୍ରା : ଓଡ଼ିଶାର ୪ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର
ରାଉରକେଲା/ସୁଶାନ୍ତ ବେହେରା : ରବିବାର ସକାଳୁ ସକାଳେ ନୂଆ ଦିଲ୍ଲୀ ରୁ ଭାରତ ମହିଳା ହକି ବିଶ୍ୱ କପ ଦଳ ଲଣ୍ଡନ ଅଭିମୁଖେ ଯାତ୍ରା କରିବେ। ଦଳରେ ଓଡ଼ିଶାର ଚାରି ଖେଳାଳି ସ୍ଥାନ ପାଇଛନ୍ତି | ସେମାନେ ହେଲେ ମଧ୍ୟଭାଗ ଖେଳାଳି ଲିଲିମା ମିଞ୍ଜ,ନମିତା ଟପୋ ଓ ରକ୍ଷଣ ଭାଗ ଖେଳାଳି…