ସ୍ୟାଟ ଗୁରୁତ୍ୱପୂର୍ଣ୍ଣ ରାୟ : ମୃତ କର୍ମଚାରୀଙ୍କ ପତି/ପତ୍ନୀ ଜୀବିତ ଥିଲେ ବି ପୁଅ/ଝିଅଙ୍କୁ ନିଯୁକ୍ତି ଦିଆଯାଇପାରିବ

ଭୁବନେଶ୍ୱରରୁ ମାନସୀ ମିଶ୍ର :  ସରକାରୀ କର୍ମଚାରୀ ଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଜୀବିତ ଥିଲେ ପିଲାମାନଙ୍କୁ ଅନୁକମ୍ପାମୂଳକ ନିଯୁକ୍ତ ନଦେବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସ୍ୟାଟ୍ ତ୍ରୁଟିପୂର୍ଣ୍ଣ ଓ ବେଆଇନ୍ ଦର୍ଶାଇ ନାକଚ କରିଦେଇଛନ୍ତି । ଅନୁକମ୍ପାମୂଳକ ନିଯୁକ୍ତି ଆଇନର ଲକ୍ଷ୍ୟ ଓ…

ଟ୍ରାଇ କମାଇଲା ଇ ରକନେକ୍ଟ ୟୁଜର ଚାର୍ଜ : କମିବ ମୋବାଇଲ ଶୁଳ୍କ

  ନୂଆଦିଲ୍ଲୀ : ମୋବାଇଲ ବ୍ୟବହାରକାରୀ ଙ୍କ ପାଇଁ ଖୁସି ଖବର କାରଣ ଖୁବଶୀଘ୍ର କଲ ଦର କମିବ। କାରଣ ଦେଶର ଟେଲି ନିୟାମକ  କର୍ତୃପକ୍ଷ ଟ୍ରାଇ ଇ ର କନେକ୍ଟ ୟୁଜର୍ସ ଚାର୍ଜ ବା ଅନ୍ତଃସଂଯୋଗ ଚାର୍ଜ (ଆଇୟୁସି)କୁ ମିନିଟ୍ ପିଛା ୬ ପଇସାକୁ କମାଇ ଦେଇଛନ୍ତି । ଆସନ୍ତା ଅକ୍ଟୋବର ପହିଲାରୁ ଏହା ଲାଗୁ…

ବିଜେଡିର ଦୋମୁହାଁ ଚରିତ୍ର ସ୍ପଷ୍ଟ ହୋଇଛି: ବିଜେପି

ଭୁବନେଶ୍ୱର: ଚିଟ୍ଫଣ୍ଡ୍ ଘୋଟାଲାରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ ହେଲା ପରେ ରାଜନୈତିକ ବୟାନବାଜି ଜାରି ରହିଛି  । ବିଜେଡି ଏହାକୁ ବିଜେପିର ଚାଲ ଓ ସିବିଆଇ ରାଜନୈତିକ ଉଦ୍ଦେଶ୍ ନେଇ ପ୍ରଭାତଙ୍କୁ ଗିରଫ କରିଛି ବୋଲି କହିଛି ବିଜେଡି  । ଏହାର ଜବାବ ରାଜରାସ୍ତାରେ ଦିଆଯିବ ବୋଲି…

ଲକ୍ଷ୍ମୀ ବିଳାସିନୀଙ୍କ ପ୍ରଶ୍ନ : ଜମି ବାବଦରେ ମୁଁ ପଇସା ନେଇଥିଲି, ମୁଁ ଫେରାଇଥିଲି , ମୋତେ ଗିରଫ ନକରି ମୋ…

ଭୁବନେଶ୍ୱରରୁ ଦୀନବନ୍ଧୁ ନାୟକ : ମୋ ସ୍ୱାମୀ କେଉଁଥିରେ ସମ୍ପୃକ୍ତ ନୁହନ୍ତି । କାରଣ ଯେଉଁ ଜମି କିଣିବା ପାଇଁ ପଇସା ଆସିବା ଅବା ଫେରାଯିବା କଥା କୁହାଯାଇଛି ସେସବୁ ମୁଁ କରିଛି ଓ ମୋ ନାଁରେ ଅଛି । ଯେଉଁଥିରେ କିଛି ଗଲତି ନାହିଁ  । ହେଲେ ଯଦି ସିବିଆଇ ଗିରଫ କରିବା ବା ଜେରା କରିବା କଥା ମତେ…

ତୈଳଦର ବୃଦ୍ଧି ଦିନ ପ୍ରଭାତଙ୍କ ଗିରଫଦାରୀ : କାକତାଳୀୟ ନା କ୍ଷମତା ପଶାପାଲିର ନୂଆ ଚାଲ !

ଭୁବନେଶ୍ୱରରୁ ଚକ୍ରଧର ମାଝି : ପେଟ୍ରୋଲ ଡିଜେଲ ଓ ଗ୍ୟାସର ଅହେତୁକ ଦରବୃଦ୍ଧିକୁ ନେଇ ରାଜ୍ୟବାସୀ ସନ୍ତୁଳି ହେଉଥିବା ବେଳେ ଏହାକୁ ରାଜନୈତିକ ପ୍ରସଙ୍ଗ ଭାବେ ଗ୍ରହଣ କରି ବିଜେଡି ଦେଇଥିଲା ରାଜ୍ୟବ୍ୟାପୀ ବନ୍ଦ ଡାକରା  । କଂଗ୍ରେସ ତରଫରୁ ମଧ୍ୟ ଦୈଳଦର ବୃଦ୍ଧିକୁ ପ୍ରତିବାଦ କରିଆସୁଛି ।…

କେଡେ କାଢୁଆ ହେ ବିଧାୟକ ସୁବ୍ରତ ବାବୁ ଆରଏସପି ସିିଇଓ ‘ସି’ କଲେନି, ଏଡିଏମ ବି ବାସିପାଣିରେ ଖାତିର କଲେନି

ରାଉରକେଲା: ନବୀନ ସରକାରରେ ମନ୍ତ୍ରୀ ନେତାଙ୍କ କାଟତି ବା କାଢ କେତେ ତାହା ବିଭିନ୍ନ ଘଟଣାରୁ ଜଳଜଳ ହୋଇ ଜଣାପଡିଯାଉଥିବା ବେଳେ ଏବେ ରାଉରକେଲାରେ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ ହୋଇଥିବା ଅପଦସ୍ଥକୁ ନେଇ ଇସ୍ପାତ ନଗରୀରେ ଚର୍ଚ୍ଚା  । ଆଉ ସୁବ୍ରତ ବାବୁ ଲୋକ ଲଜ୍ଜା ଭୟରେ କିଛି…

ନିରଞ୍ଜନଙ୍କୁ ଦାମଙ୍କ ଜବାବ ଚାଲୁଣି କହୁଛି ଛୁଂଚିକୁ ସରକାରୀ କର୍ମଚାରୀ-ଅଫିସର-ଶିକ୍ଷକ ନେଲେ ଦେଖାଗଲାନି ବିଚରା…

ଭୁବନେଶ୍ୱରରୁ ଚକ୍ରଧର ମାଝି : ମନ୍ତ୍ରୀ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ପାଲଟା ଜବାବ ଦେଇଛନ୍ତି । ନିରଞ୍ଜନ ବାବୁ ନିର୍ବାଚନମଣ୍ଡଳୀରୁ ଆସୁଥିବା ଅସହାୟ ରୋଗୀ ବା ଗରୀବ ଲୋକଙ୍କୁ ହାଣ୍ଡଲ କରନ୍ତି କି ନାହିଁ ତାହା ତାଙ୍କୁ ଜଣା ଓ ଯଦି କରୁଥିବେ…

ନିର୍ମଳ ଚନ୍ଦ୍ର ମିଶ୍ର ହେଲେ ଖୋର୍ଦ୍ଧା ଜିଲ୍ଲାପାଳ : ଧୀରେନ ପଟ୍ଟନାୟକଙ୍କୁ ଉଚ୍ଚ ଶିକ୍ଷା ନିଦେ୍ର୍ଧର୍ଶକ

ଭୁବନେଶ୍ବର: ବରିÂ ପ୍ରଶାସନିକ ସ୍ତରରେ ଶନିବାର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ଅଫିସର ନିମଳଚନ୍ଦ୍ର ମିଶ୍ର ଖୋର୍ଦ୍ଧା ଜିଲ୍ଲାପାଳ ହୋଇଛନ୍ତି  ।  ରୂପା ରୋଶନ ସାହୁ ୩ୟ ମହଲାକୁ ଆସିବା ପରେ ଏହି ପଦ ଖାଲି ଥିଲା କଟକରେ ର୍ନିମଳ ଚନ୍ଦ୍ରଙ୍କ ସ୍ଥାନ ପୂରଣ କରିବେ ସୁଶାନ୍ତ…

ଭୁଶୁଡୁଛି ଆସ୍ଥା, ଉଜୁଡୁଛି ବିଶ୍ୱାସ ……ସଚିବ ବଦଳି କଲେ କଣ ହେବ, ସରକାରଙ୍କ ନିୟତ ବଦଳିବ ଦରକାର ନହେଲେ…

ଭୁବନେଶ୍ୱରରୁ ଦୀନବନ୍ଧୁ ନାୟକ :  ସ୍ୱାସ୍ଥ୍ୟ ବିଭାଗରେ କିଛି ଅଘଟଣ ଘଟିବା ପରେ ଆଗେ ଟାର୍ଗେଟ ରେ ମନ୍ତ୍ରୀ, ଆଉ ତାପରେ ସଚିବ ବଦଳିବା ଲାଗି  । ଆଉ ସରକାର ଚାପରେ ପଡି ବଦଳାଇ ଦିଅନ୍ତି......ହେଲେ ସରକାର ଜାଣିଛନ୍ତି ସମସ୍ୟା ତା କେଉଁଠି  । .ଦୋଷର ଖିଅ ରହିଛି ଭିନ୍ନ ଜାଗାରେ  । ସ୍ୱାସ୍ଥ୍ୟ…

ଓଟିଏମ୍ର ପୁନରୁଦ୍ଧାର ହେବନାହିଁ : ୧୭ ବର୍ଷ ଧରି ଶ୍ରମିକଙ୍କ ୩୦ କୋଟି ଟଙ୍କାର ପ୍ରାପ୍ୟ ବାକି

ଭୁବନେଶ୍ୱର, ୧୬ା୯(ଶାସକପ୍ରଶାସକ ବୁ୍ୟରୋ) : ବିଜୁ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ଚୌଦ୍ୱାର ଠାରେ ସ୍ଥାପିତ ହୋଇଥିବା ଓଡ଼ିଶା ଟେrଟାଇଲ୍ ମିଲ୍ସ (ଓଟିଏମ୍)ର ପୁନରୁଦ୍ଧାର ପାଇଁ ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ । ବିଜେପି ବିଧାୟକ ଦିଲିପ ରାୟ ବିଧାନସଭାରେ ପ·ରିଥିବା ଏକ ପ୍ରଶ୍ନର ଉତ୍ତରରେ…