ବିଜେପି ନେତାଙ୍କୁ ଦାମଙ୍କ ଆହ୍ଵାନ : ବିତର୍କ ପୂର୍ବରୁ ରାଜ୍ୟବାସୀଙ୍କ ପାଖରେ ଜବାବ ରଖୁ ବିଜେପି 

  ବିଜେପି ନେତା ମାନେ ଭାଷଣ ବାଜି ନକରି ବିକାଶ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିତର୍କ କରିବା ପୂର୍ବରୁ ମୋର ପ୍ରଶ୍ନର ଜବାବ ରାଜ୍ୟବାସୀଙ୍କ ପାଖରେ ରଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ବଇଁ ଜନତା ଦଳର ସର୍ବ ବରିଷ୍ଠ ନେତା ତଥା ମନ୍ତ୍ରୀ ଡା ଦାମୋଦର ରାଉତ ।  ଡା ରାଉତ…

ଅକ୍ଟୋବର ୧୪ରୁ ଦ୍ଵିତୀୟ  ଭୁବନେଶ୍ବର ପୋଏଟ୍ରି ଫେଷ୍ଟିଭାଲ

  ଭୁବନେଶ୍ୱର : ପୂର୍ବଭାରତର ପ୍ରଥମ କବିତା ଉତ୍ସବ ଭାବେ ୨୦୧୬ ମସିହାରେ ଆରମ୍ଭ ହୋଇଥିବା ଭୁବନେଶ୍ୱର  ପୋଏଟ୍ରି ଫେଷ୍ଟିଭାଲର ଦ୍ବିତୀୟ ସଂସ୍କରଣ ଚଳିତ ଅକ୍ଟୋବର ୧୪ ଓ ୧୫ ତାରିଖ ଦୁଇଦିନ ବ୍ୟାପି ମେଫେୟାର ଠାରେ ଅନୁଷ୍ଠିତ ହେବ।  ସାହିତ୍ୟ, କଳା, ସଂସ୍କୃତି, ସାମାଜିକ ତର୍କ ଓ ବୈଚାରିକ…

ପାରଳାଖେମୁଣ୍ଡିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା : ପାରଳା ସହରକୁ ସୁନ୍ଦର ସହର କରିବାକୁ ପ୍ରଚେଷ୍ଟା ଜାରି ରହିଛି :…

  ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତ୍ରୀଠାରୁ ବିଜୁ ଜନତାଦଳର ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି(ଗୁରୁବାର) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି  । ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ…

ଦେବଯାନୀ ହେବେ ଗାଡ଼କରୀଙ୍କ ବ୍ୟକ୍ତିଗତ ସଚିବ : ଆହୁଜା -ରେସ୍ତୋଗିଙ୍କ କେଦ୍ରିୟ ଡେପୁଟେସନକୁ ତୃତୀୟ ମହଲାର ହଁ  ୯ଜଣ…

  ଓଡିଶା କ୍ୟାଡର  ଆଇଏସ ଅଫିସର ଦେବଯାନୀ ଚକ୍ରବର୍ତୀ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ପ୍ରାଇଭେଟ ସେକ୍ରେଟାରୀ ହେବେ. ଏ ସମ୍ପର୍କିତ କେନ୍ଦ୍ର ସରକାରଙ୍କ ଏକ ପ୍ରସ୍ତାବକୁ ତୃତୀୟ ମହଲାର ମଞ୍ଜୁରୀ । ସେହିପରି କେନ୍ଦ୍ରୀୟ ଡେପୁଟେସନ ଯିବା ଲାଗି ବରିଷ୍ଠ ଆଇଏସ ଅଫିସର ମନୋଜ…

 ବିନ୍ଦୁସାଗରରେ ବିଜେପିର ଜଳ ସତ୍ୟାଗ୍ରହ

  ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ପବିତ୍ର ପୁଷ୍କରିଣୀ ବିନ୍ଦୁସାଗର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏହି ପାଣି ସମସ୍ୟା ଦାବିକରି ବିଜେପି ଲିଙ୍ଗରାଜ ମଣ୍ଡଳ ପକ୍ଷରୁ ବିନ୍ଦୁସାଗରରେ ଜଳ ସତ୍ୟାଗ୍ରହ କରାଯାଇଥିଲା । ଏକ ହଜାରରୁ ଉର୍ଧ ଦଳୀୟ କର୍ମୀ ପ୍ରାୟ ଏକ ଘଂଟା ପର୍ଯ୍ୟନ୍ତ…

ମୟୁରଭଞ୍ଜ ଜିଲ୍ଲାର ପାଞ୍ଚପିଢ(କଂରଜିଆ)ଅଧିନସ୍ଥ ଆଦିବାସୀ ଜନସଂଖ୍ୟା ବହୁଳ ରରୁଆଁ ଗ୍ରାମରେ ଥିବା ପ୍ରତିଷ୍ଠିତ…

ଭୁବନେଶ୍ୱର(ଗୋବିନ୍ଦ ଚନ୍ଦ୍ର ପଣ୍ଡା) ଅଙ୍ଗାରପଦା ପଂଚାୟତ କଲେଜ ରରୁଆଁ ।ଏଠାରେ ହୋଇଥିବା ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ ପାଇଁ ଉକ୍ତ କଲେଜର କିଛି ପୂର୍ବତନ ଛାତ୍ର ଦାବି କରିଛନ୍ତି।ଏହି ଦୁର୍ନୀତି ଆସିଛି ପୂର୍ବତନ ଅଧକ୍ଷଙ୍କ ନାମରେ।କଲେଜ ଆରମ୍ଭ ଦିନଠାରୁ ଦୀର୍ଘ ୩୫ ବର୍ଷ ଉକ୍ତ କଲେଜରେ…

ସଦର ନିର୍ବାଚନମଣ୍ଡଳୀରେ ବିଜେଡିର ଜନସମ୍ପର୍କ ଯାତ୍ରା : ମୁଖ୍ୟମନ୍ତ୍ରୀଙ୍କର ହବିସ୍ୟାଳି ସେବା ଓ ବୃଦ୍ଧବୃଦ୍ଧାଙ୍କୁ…

  ବାଲେଶ୍ୱର : ବିଜେଡି ସଦର ଶାଖା ପକ୍ଷରୁ ସିନ୍ଧିଆ ଗ୍ରାମ ପଞ୍ଚାୟତ ଠାରେ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସିନ୍ଧିଆ ପଞ୍ଚାୟତର କେଶରପୁର ଛକ ଠାରୁ  ସିନ୍ଧିଆ ହାଟ ପୋଖରୀ ପଡିଆ ପଯ୍ୟନ୍ତ ପରିକ୍ରମା କରିଥିବା ଏହି ବିଶାଳ ପଟୁଆରରେ  ପାଞ୍ଚ ହଜାରରୁ ଅଧିକ ର୍କମୀ ଏବଂ ସର୍ମଥକ…

କେତେବେଳେ କେଉଁଠି କେଉଁ ରୂପ , ଏପଟେ ପ୍ରସ୍ତାବ ପାରିତ, ସେପଟେ ରୁଦ୍ଧଦ୍ୱାର ବୈଠକ

  ଭୁବନେଶ୍ୱରରୁ ଚକ୍ରଧର ମାଝି : ଏପଟେ ଚିରାଚରିତ ପ୍ରସ୍ତାବ ପାରିତ ହେଲା ରାହୁଲ ଗାନ୍ଧୀଙ୍କୁ ସଭାପତି କରିବା ପାଇଁ  ଆଉ ସୋନିଆ ଗାନ୍ଧୀଙ୍କୁ କ୍ଷମତା ଦେବା ପାଇଁ  । ଆଉ ଏ ବୈଠକ ସରୁସରୁ ସଞ୍ଜରେ ଅସନ୍ତୁଷ୍ଟଙ୍କ ମେଳି  । ସଭାପତି ବଦଳାଇବେ ବୋଲି କହି କାହିଁକି ଭଣ୍ଡୁଛି ଏଆଇସିସି, ତାକୁ…

ଓଡିଶା କ୍ୟାଡର ଆଇଏଏସ ଆଇ ଶ୍ରନିବାସ ହେଲେ କର୍ପୋରେଟ ବ୍ୟାପାର ସଚିବ 

   କେନ୍ଦ୍ର ବଜେଟ ଫେବୃୟାରୀରେ ଆଗତ ହେବାକୁ ଥିବା ବେଳେ  ତାପୁର୍ବରୁ କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ବୁଧବାରଦିନ ୧୧ଜଣ ସଚିବଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ଦେଇଛନ୍ତି  । ମଣିପୁର କ୍ୟାଡରର ବରିଷ୍ଠ  ଆଇଏଏସ ଅଫିସର ତଥା ପରିବେଶ ସଚିବ ଅଜୟ ନାରାୟଣ ଝାଙ୍କୁ କେନ୍ଦ୍ର ଅର୍ଥ…

 ନିଶାମୁକ୍ତ ସମାଜ ଗଠନ ନିମନ୍ତେ ତାତିଲେ ମହିଳା 

  ବାରିପଦାରୁ ଦିଲୀପ ମହାନ୍ତି : - ମୁଖ୍ୟମନ୍ତ୍ରୀ ନବୀନ ମହିଳାମାନଙ୍କର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରାଇବା ସଂଗେସଂଗେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରି ଗଢ଼ିତୋଳିବା ନିମନ୍ତେ ରାଜ୍ୟରେ ଗଠନ କରିଥିଲେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ  । ଆଜି ଏହି ଗୋଷ୍ଠୀ ନିଶାମୁକ୍ତ ସମାଜ ଗଠନକୁ ନେଇ…