ପ୍ରସାଦଙ୍କ ନେତୃତ୍ୱରେ କୋରାପୁଟରେ କଂଗ୍ରେସର ନିର୍ଭୟା ସନ୍ଦେଶ ପଦଯାତ୍ରା
କୁନ୍ଦୁଲି ଗଣବଲାତ୍କାର ରାଜ୍ୟ ସରକାର ଓ ପୋଲିସ ଉଦାସୀନତାର ଦୃଢ ପ୍ରତିବାଦ
କୋରାପୁଟରୁ ଗୁପ୍ତପ୍ରସାଦ : କୁନ୍ଦୁଲିରେ ଘଟିଥିବା ନାବାଳିକା ବଳାତ୍କାର ପ୍ରସଙ୍ଗରେ ପୋଲିସର ନିଷ୍କ୍ରିୟତା ସର୍ବୋପରି ଏଭଳି ଜଘନ୍ୟ ଅମାନବୀୟ କାର୍ଯ୍ୟକୁ ନିନ୍ଦା କରିବା ସହ ରାଜ୍ୟରେ ନବୀନ ପଟନାୟକ ଶାସନ କାଳରେ…