ଦିବ୍ୟାଙ୍ଗଙ୍କ ସର୍ବାଙ୍ଗିନ ବିକାଶ ଓ ପ୍ରତିଭାର ଉନ୍ମେଷ ସମସ୍ତଙ୍କର ଧେୟ ହେଉ
ଯାଜପୁରରୁ ଜିଲ୍ଲା ପ୍ରତିନିଧି ଜୟଶଙ୍କର ଦାଶ: ଶରୀରରେ ଦେଖାଯାଉଥିବା ଭିନ୍ନକ୍ଷମତା ଅପେକ୍ଷା ମାନସିକତାରେ ଲୁଚି ରହିଥିବା ଭିନ୍ନକ୍ଷମତା ଅତ୍ୟନ୍ତ ଭୟଙ୍କର । ଏହା ସମାଜକୁ ଦୁର୍ବଳ ଓ ରୁଗ୍ଣ କରିପକାଏ । ତେଣୁ ପ୍ରତ୍ୟେକ ଏହି ରୁଗ୍ଣ ମାନସିକତାକୁ ପରିହାର କରି ଏକ ଶ୍ରେଷ୍ଠ ସମାଜ ଗଠନରେ…