ବିଜେପି ରାଜ୍ୟ ନେତାମାନେ ହଜମ କରିପାରୁ ନାହାନ୍ତି ଅଭିଯୋଗ
ବିଜେପି ପ୍ରଥମେ ନିଜ ଘର ସଜାଡ଼ୁ
ଅନ୍ୟ ଉପରେ ଦୋଷ ଲଦିବା ଅଭ୍ୟାସ ଛାଡୁ: ବିଜେଡି
ଭୁବନେଶ୍ୱର : ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ଙ୍କ ବିରୋଧରେ ଡିସେମ୍ବର ୨୧ ତାରିଖ ଦିନ ନିର୍ବାଚନ କମିଶନଙ୍କ ନିକଟରେ ଯେଉଁ ଅଭିଯୋଗ ବିଜେଡି ସାଂସଦ କରିଛନ୍ତି, ତାହା ବିଜେପି ରାଜ୍ୟ…