କେରଳର ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ଓଡିଶାର ୫କୋଟି ସହାୟତା ଘୋଷଣା ରାଜ୍ୟ By SPNEWS On Aug 16, 2018 0 Share ଭୁବନେଶ୍ୱର : କେରଳର ବନ୍ୟା ପ୍ରପୀଡ଼ିତ ଲୋକଙ୍କ ସହାୟତା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫କୋଟିର ସହାୟତା ଘୋଷଣା କରିଛନ୍ତି | ଓଡିଶା ର ମୁଖ୍ୟମନ୍ତ୍ରୀ ଆଜି ଆମ ଗାଓଁ ଆମ ବିକାଶ କାର୍ଯ୍ୟକ୍ରମରେ ୬ଟି ବ୍ଲକ ର ୬ ଟି ପଂଚାୟତ ପାଇଁ ୧୭.୫୮ କୋଟି ମଂଜୁର କରିଛନ୍ତି | 0 Share FacebookTwitterGoogle+ReddItWhatsAppPinterestEmail