କେନ୍ଦୁଝର: ଗୁରୁତ୍ୱପୂର୍ଣ୍ଣ ଘଷିପୁରା ଅଞ୍ଚଳରେ ସ୍ଥାନୀୟ ବିଜେପି ଲକ୍ଷଭ୍ରଷ୍ଟ ?

ଆତ୍ମଘୋଷିତ ତଥା ଜନ-ପ୍ରତ୍ୟାଖ୍ୟାତ, ତଥାକଥିତ ପୁରୁଣା ନେତାଙ୍କ ଜମିଲାଣି ଭିଡ ଲୋକମୁଖରେ ଚର୍ଚା , ବଦ୍ରୀଙ୍କ ଦ୍ୱାରା ପ୍ରାୟୋଜିତ ଏ ପ୍ରତ୍ୟାଖ୍ୟାତ ନେତା  କଂଗ୍ରେସର ଅନୁପସ୍ଥିତିରେ ବିଜେଡି ଦେଖୁଛି ‘ପୁନଃ ଦଖଲ’ର ସ୍ୱପ୍ନ ! କେନ୍ଦୁଝର : ବିଗତ ଦିନରେ ଓଡିଶାର ବରିଷ୍ଠ ନେତା, ଭୂତପୂର୍ବ…

ପ୍ରତିଷ୍ଠା ଦିବସ ସମାବେଶ ପୂର୍ବରୁ ସଚିବାଳୟ ବାହାରେ କ୍ୟାବିନେଟ୍

ଘୋଷିତ ହେବ କିଛି ଜନକଲ୍ୟାଣକାରୀ ଯୋଜନା ଭୁବନେଶ୍ୱର: ବିଜୁ ଜନତାଦଳର ପ୍ରତିଷ୍ଠା ଦିବସ ପୁରୀଠାରେ ପାଳନ ହେବାକୁଥିବା ବେଳେ ଏଥିପାଇଁ ପୁରୀ ଚଳଚଞ୍ଚଳ ହୋଇ ଉଠିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ପଞ୍ଚାୟତସ୍ତରୀୟ ପ୍ରତିନଧ#ମାନେ ଏ ପ୍ରତିଷ୍ଠା ଦିବସ ପାଇଁ ଉଦ୍ଦିଷ୍ଟ ସମାବେଶରେ ଯୋଗ ଦେବାକୁ…

ଡାକ୍ତରଙ୍କ ଅବହେଳା ଯୋଗୁ ସାମ୍ବାଦିକଙ୍କ ଦେହାନ୍ତ, ପାଲଟା ସାମ୍ବାଦିକଙ୍କ ଝିଅଙ୍କ ନାରେ ଡାକ୍ତରଙ୍କ ମାମଲା 

ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଏବଂ ଦୁର୍ବ୍ୟବହାର ପ୍ରଦର୍ଶନକୁ ବିରୋଧ,  ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ  ବଲାଙ୍ଗିରରୁ ନିରୋଜ କୁମାର ମିଶ୍ର   : ଡାକ୍ତରଙ୍କ ଚିକତ୍ସାରେ ଅବହେଳା ଏବଂ ଦୁର୍ବ୍ୟବହାର ପ୍ରଦର୍ଶନକୁ ବିରୋଧ କରି ଜିଲ୍ଲା ସାମ୍ବାଦିକ ସଂଘ…

ଶହିଦ ରତିକାନ୍ତ-କୁଲଦୀପ ମେମୋରିଆଲ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ

 ଫାଇନାଲରେ ରାଇରଙ୍ଗପୁରକୁ ହରାଇ ବେତନଟୀ ଚମ୍ପିଆନ ବାରିପଦାରୁ ଦିଲ୍ଲୀପ ମହାନ୍ତି -ବାରିପଦା ମଧୁବନ ମିନି ଷ୍ଟାଡ଼ିୟମରେ ଚାଲିଥିବା ଶହିଦ ରତିକାନ୍ତ-କୁଲଦୀପ ମେମୋରିଆଲ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବେତନଟୀର ମା ଦୁର୍ଗା…

ଓଡିଶା ଡିଜାଇନ୍କୁ ଆନ୍ତର୍ଜାତିକ ସ୍ତରରେ ପହଚାଂଇବା ଲାଗି ଖଦିବୋର୍ଡ ସଭାପତିଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର :   ଟା୍ରଇଟୁନ ଏକାଡେମୀର ଡିଜାଇନ ଛାତ୍ରଛାତୀ୍ର ମାନଙ୍କ ଦ୍ୱାରା ଶନିବାର ଦିନ ଡିଜାଇନ ପ୍ରଦର୍ଶନୀ ‘ଉଦ୍ଭବ’ ଉତ୍ସବ  ଅନୁଷ୍ଟିତ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ମୁଖ୍ୟ ଅତିଥ ତଥା ଓଡିଶା ଖଦି ଓ ଗ୍ରାମୋଦ୍ୟଗ ବୋର୍ଡ ସଭାପତି ତେଜେଶ୍ୱର ପରିଡା, ଏସିଆନ୍ ଏଜ୍ ଦୈନିକ ଇଂରାଜୀ ଖବର…

ଜାତୀୟ ବିଦ୍ୟାଳୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା

ଓଡ଼ିଶା ଟିମରେ ମୟୂରଭଞ୍ଜରୁ ଚିତ୍ରସେନ ରାଜ ସାମିଲ ବାରିପଦା/Dillip Mohanty  -ଡ଼ିସେମ୍ବେ ୨୫ରୁ-୩୦ ପର୍ଯ୍ୟନ୍ତ  ମହାରାଷ୍ଟ୍ରର ମୁମ୍ବାଇଠାରେ ଆୟୋଜିତ ହେବାକୁ ଯାଉଛି ୧୭ ବର୍ଷରୁ କମ୍ ଜାତୀୟ ବିଦ୍ୟାଳୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏଥିରେ ଅଂଶ ଗ୍ରହଣ କରିବାକୁ ଯାଉଥିବା ବାଳକ…

ଶହିଦ ରତିକାନ୍ତ-କୁଲଦୀପ ମେମୋରିଆଲ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ

  ବାରିପଦାରୁ ଦିଲ୍ଲୀପ ମହାନ୍ତି : ବାରିପଦା ମଧୁବନ ମିନି ଷ୍ଟାଡ଼ିଅମ ପରିସରରେ ୨୫ତମ ଶହିଦ ରତିକାନ୍ତ-କୁଲଦୀପ ମେମୋରିଆଲ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଥିଲା ।  ପ୍ରାରମ୍ଭରେ ସହରର କେନ୍ଦ୍ରସ୍ଥଳ କାଳୀମାର୍କେଟରେ ଥିବା ଶହିଦ ରତିକାନ୍ତ ଓ କୁଲଦୀପଙ୍କ ପ୍ରତିମୂର୍ତ୍ତିରେ…

ଦାମଙ୍କ ସହ ଶରଦ ଯାଦବଙ୍କ ଆଲୋଚନା !!!!!

ଡାକରା ପାଇ ଯାଇଥିଲେ ଇସ୍ତଫା ଦେଇଥାନ୍ତେ ଦାମ, ନଯିବାରୁ ବହିଷ୍କାର   ଭୁବନେଶ୍ୱରରୁ ମାନସୀ ମିଶ୍ର : ଶୁକ୍ରବାର ମନ୍ତ୍ରୀମଣ୍ଡଳରୁ ବିଦା କରିବା,  ତାପର ଦିନ ତାଙ୍କଠାରୁ  ଦଳୀୟ ଉପସଭାପତି ଓ ପର୍ଯ୍ୟବେକ୍ଷକ  ପଦ କାଢିନେବା ହଠାତ ଯେପରି ପୂର୍ବ ପ୍ରସ୍ତୁତି ସହ ଯୋଜନାବଦ୍ଧ ଭାବେ  ହୋଇଥିଲା |…

ସରିଲା ସଂସ୍କୃତି-ଆଧ୍ୟାତ୍ମିକତାର କୁମ୍ଭ : ଦ୍ୱିତୀୟ ବାର୍ଷିକ ହିନ୍ଦୁ ଆଧ୍ୟାତ୍ମିକ ଓ ସେବା ମେଳା ଉଦଯାପିତ

   ନାରୀ ସମ୍ମାନ  ତଥା ମାନବ ସମାଜରେ କନ୍ୟାରତ୍ନର ଆଦରର ପ୍ରତୀକ ରୂପେ କନ୍ୟା-ପୂଜନ  ସର୍ବୋଚ୍ଚ ସେନା ପୁରସ୍କାର ପ୍ରାପ୍ତ, ଭାରତମାତାର ସୁଯୋଗ୍ୟ ସନ୍ତାନଙ୍କ ପାଇଁ ପରମବୀର-ବନ୍ଦନା   ପାରବାରିକ ଓ ସାମାଜିକ ମୂଲ୍ୟବୋଧର ସୂଚକ ସ୍ୱରୂପ ମାତୃ-ପିତୃ ପୂଜନ  ଭୁବନେଶ୍ୱରରୁ ପରେଶ କୁଅଁର :…

ଜଣାଶୁଣା ସମାଜସେବୀ ବଟକୃଷ୍ଣ ସାମଲଙ୍କ ପରଲୋକ

ଯାଜପୁର/jayashankar dash : ଯାଜପୁର ଜିଲ୍ଲା ବଡଚଣା ବ୍ଲକର ଭୁଷଣ୍ଡପୁର ପଂଚାୟତର ନଖପଶୀ ଗ୍ରାମର ଜଣାଶୁଣା ସମାଜସେବୀ ବଟକୃଷ୍ଣ ସାମଲଙ୍କ ୬୬ ବର୍ଷ ବୟସରଙ୍କ ଶୁକ୍ରବାର ରାତିରେ ପରଲୋକ ହୋଇଛି । ସେ ପ୍ରସିଦ୍ଧ ପଂଚଦେବ କ୍ଷେତ୍ର ମହାବିନାୟକ ମନ୍ଦିର ନିକଟରେ ଥିବା ବିରାଟ ହନୁମାନ ମନ୍ଦିରର…