ନେସ୍କୋ ଏସଡିଓଙ୍କୁ ବାନ୍ଧି ଲୁଟିନେଲେ ଦୁଇ ଲକ୍ଷ ଟଙ୍କା ଓ ଲାପ୍ଟପ୍

ବାରିପଦା : Dillip Mohanty // ଡ଼ିସେମ୍ବର ୨୯ ଶୁକ୍ରବାର ବିଳମ୍ବିତ ରାତ୍ରିରେ ମୟୁରଭଞ ଜିଲ୍ଲା ଖୁଣ୍ଟା ଥାନା ବିଦ୍ୟୁତ ଉପଖଣ୍ଡ ନେସ୍କୋ କାର୍ଯ୍ୟାଳୟର କାନ୍ଥକୁ ଭାଙ୍ଗି ୫ରୁ ଅଧିକ ଡକାୟତ ଭିତରକୁ ପ୍ରବେଶ କରି ପ୍ରଥମେ ବିଭାଗୀୟ ଅଧିକାରୀ ଙ୍କୁ ଶୋଇଥିବା ଅବସ୍ଥାରେ ବାନ୍ଧି ଟଙ୍କା…

ଖାସ ବିଜେପୁର ପାଇଁ କହିବେ ମନ କି ବାତ !!!!!!!!

ମନ କି ବାତ ପରେ ଭୋଟ ତାରିଖ ଘୋଷଣା ପ୍ରଧାନମନ୍ତ୍ରୀଙ୍କ ମନର କଥାକୁ ଅପେକ୍ଷା କରିଛନ୍ତି ନିର୍ବାଚନ କମିଶନ !   ଆଗକୁ ବିଭିନ୍ନ ରାଜ୍ୟରେ ଥିବା ନିର୍ବାଚନକୁ ଆଖିରେ ରଖି ଏମାସର ମନ କି ବାତ ରେ ପ୍ରଧାନମନ୍ତ୍ରୀ ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ଦଳର ସଫଳତା ବିଷୟ  ଦୋହରାଇ ପରୋକ୍ଷରେ…

ମିଛ କହିଲେ କାଉ କାମୁଡ଼ିବ(jhoot bole kawaa kaate)

    ଭୋଟକେ ଲିୟେ କୁଛ ଭି କରେଗା ?????   ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଉପରାଷ୍ଟ୍ରପତି ହାମିଦ ଅନ୍‌ସାରୀଙ୍କ ଦେଶଭକ୍ତି ଏବଂ ନିଷ୍ଠାକୁ ନେଇ ପ୍ରଧାନମନ୍ତ୍ରୀ କୌଣସି ପ୍ରଶ୍ନ ଉଠାଇ ନାହାନ୍ତି, କି ଏଭଳି କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା । ପ୍ରଧାନମନ୍ତ୍ରୀଙ୍କ ବୟାନକୁ ନେଇ…

କିସରେ ଜନଜାତି ସମାବେଶ, ଏକଜୁଟ ହେଲେ ଲକ୍ଷାଧିକ  ଜନଜାତି 

  ଭୁବନେଶ୍ୱର : ପ୍ରତିବର୍ଷ ଭଳି ଚଳିତବର୍ଷ କିସରେ  ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ଶୁକ୍ରବାର ଏକ ବିରାଟ ଅଭିଭାବକ ମହାସମାବେଶ ଅନୁଷ୍ଠିତ  ହୋଇଯାଇଛି । ଏଥିପାଇଁ କିସ୍‍ ପରିସର ଚଳଚଞ୍ଚଳ ହୋଇଉଠିଥିବା ବେଳେ ୧ଲକ୍ଷ ଜନଜାତି ଲୋକ ଏକତି୍ରତ ହୋଇଥିଲେ । ଅଭିଭାବକମାନେ ଯେପରି…

ଆଇନଜୀବୀଙ୍କୁ ଫୋନରେ ଅଜଣା ନମ୍ବରରୁ ଧମକପୁର୍ଣ କଲକୁ  ନେଇ ଥାନାରେ ଅଭିଯୋଗ

  ଅଜଣା ନମ୍ବର ହେଉଛି ପୌର ନିର୍ବାହୀ ଅଧିକାରୀଙ୍କର  ବାରିପଦାରୁ ଦିଲ୍ଲୀପ ମହାନ୍ତି - ବାରିପଦା ବାର ଆସୋସିଏସନର ସଦସ୍ୟ ତଥା ବିଶିଷ୍ଟ ଯୁବ ଆଇନଜୀବୀ ଅରବିନ୍ଦ ଦାସଙ୍କୁ ଗତ ୨୩ ରାତିରେ ଏକ ଅଜଣା ନମ୍ବରରୁ ଧମକ ଆସିବା ପରେ ଆଇନଜୀବୀ ଶ୍ରଦାସ ଏହି ବିଷୟକୁ ନେଇ ବାରିପଦା ଟାଉନ ଥାନାରେ…

ରାସ୍ତା ମରାମତି ଦାବିରେ ଜାତୀୟ ରାଜପଥ ଅବରୋଧ ୮ରେ

  ବାରିପଦାରୁ ଦିଲ୍ଲୀପ ମହାନ୍ତି -  ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନସ୍ତ କୁଳିଅଣାବ୍ଲକର ଦରଖୋଳି-ବାଇଗଣବାଡ଼ିଆ ହାଟ ମୁଖ୍ୟରାସ୍ତା ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ମରଣଯନ୍ତାରେ ପରିଣତ ହୋଇଯାଇଛି । ବିଭିନ୍ନ ସମୟରେ ଉକ୍ତ…

ଓଡିଶାବାସୀଙ୍କ ଭଲ ପାଇବା ଅମୂଲ, ଆସ ତାର ପ୍ରତିଦାନ ଦେବା 

କର୍ମୀ ଓ ନେତାଙ୍କୁ ନବୀନଙ୍କ ଭାବପ୍ରବଣତାପୂର୍ଣ ପରାମର୍ଶ   "ସରଳ ଜୀବନ ଓ ଉଚ୍ଚ ଚିନ୍ତାଧାରା ଧ୍ୟେୟ ହେଉ '  ପୁରୀରୁ କୁମାର ଅଭିଶେଖ/ସରୋଜ/ଫୋଟୋ: ଚନ୍ଦ୍ରଶେଖର  : ଓଡ଼ିଶାବାସୀ ଆମକୁ ବହୁତ କିଛି ଦେଇଛନ୍ତି । ଆଜି ଆମେ ଯେଉଁଠାରେ ପହଞ୍ଚିଛୁ, ତାହା କେବଳ ଓଡ଼ିଶାବାସୀଙ୍କ ଆଦର ଓ ଭଲ…

ଭାଷା ସାହିତ୍ୟ ପାଇଁ ଉତ୍ସର୍ଗୀତ କ୍ୟାବିନେଟ 

  ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ହେବ ଦୁଇଭାଗ  ନୂଆକରି ସୃଷ୍ଟି ହେବ  ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ  ଓଡ଼ିଆ ଭାଷାର ପ୍ରସାର ଓ ସଂରକ୍ଷଣ ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ  ସଂସ୍କୃତି, ଐତିହ୍ୟ, ଭାଷା ଓ ସାହିତ୍ୟ ସଂରକ୍ଷଣ ପାଇଁ  ଐତିହ୍ୟ କ୍ୟାବିନେଟ୍‌ ଭାଗବତ ଟୁଙ୍ଗୀର…

“ଆମେ କୃତଜ୍ଞ”

  ମୋର ପ୍ରିୟ ଓଡ଼ିଶାବାସୀ, ଆପଣମାନଙ୍କୁ ନବବର୍ଷର ଆନ୍ତରିକ ଅଭିନନ୍ଦନ । ବିଜୁ ଜନତା ଦଳକୁ ଆଜି କୋଡ଼ିିଏ ବର୍ଷ ପୂରିଛି । ଆପଣମାନଙ୍କ ଭଲପାଇବା ଓ ସମର୍ଥନକୁ ପୁଞ୍ଜିକରି ଆମ ଦଳ ଓଡ଼ିଶାକୁ ଏକ ନୂଆ ସୋପାନକୁ ନେବା ଲାଗି ଅହରହ ଉଦ୍ୟମ ଜାରି ରଖିଛି । ‘କଥା ନୁହେଁ, କଠିନ ପରିଶ୍ରମ’ - ଆଜି…

ବିରୋଧୀ ଦଳ ରାଜ୍ୟର ବିକାଶ ପାଇଁ ଗଠନମୂଳକ ପରାମର୍ଶ ଦିଅନ୍ତୁ,  ବିକାଶରେ ପ୍ରତିବନ୍ଧକ ସୃଷ୍ଟି ନକରନ୍ତୁ : ବିଜେଡି

ବିଜେପି ଓ କଂଗ୍ରେସର ପ୍ରଶ୍ନ ରାଜନୈତିକ ଭାଷଣବାଜି : ବିଜେଡି  ଭୁୁବନେଶ୍ୱର – ଆସନ୍ତାକାଲି ପୁରୀ ଠାରେ ବିଜେଡିର ୨୦ତମ ପ୍ରତିଷ୍ଠା  ଦିବସ ସମାରୋହ ପୂର୍ବରୁ  ଉଭୟ ବିଜେପି ଓ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଠାରୁ ରାଜ୍ୟର ସ୍ୱାର୍ଥ ଜନିତ କିଛି ପ୍ରଶ୍ନ ଉପରେ ନିର୍ଦ୍ଧିଷ୍ଟ ଉତର ଚାହିଁଛନ୍ତି ।…