ବାଜିଲା ଘଣ୍ଟି, ଫେବୃୟାରୀ ୨୪ରେ ବିଜେପୁର ଭୋଟ
ଭୁବନେଶ୍ୱର- ଆସନ୍ତା ମାସ ଫେବୃୟାରୀ ୨୪ ତାରିଖରେ ବିଜେପୁର ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବା ୨୮ ତାରିଖ ଦିନ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବା ଏ ସମ୍ପର୍କରେ ଭାରତୀୟ ନିର୍ବାଚନ କମିଶନର ଘୋଷଣା କରିଛନ୍ତିା ଏହି ଘୋଷଣା ଅନୁଯାୟୀ ଆସନ୍ତା ୩୦ ତାରିଖରେ ଗେଜେଟ୍…