ବିଭାଗୀୟ କାର୍ଯ୍ୟ।ବଳୀକୁ ଲୁଚାଛପ। ନ ରଖିବା ସୂଚନା ଅଧିକାର ଆଇନର ଅସଲ ଉଦ୍ଦେଶ୍ୟ
ଭୁବନେଶ୍ଵର : କରଦାତାମାନଙ୍କର ଅର୍ଥରେ ପରିଚାଳିତ ସରକାରରୁ ଅପରାଗତା, ଅବହେଳା ଏବଂ ସ୍ଵଛାଚାରିତା ଦୂର ହୋଇ ପ୍ରଶାସନ ଲୋକାଭିମୁଖୀ ଏବଂ ଜନ ମଙ୍ଗଳକାରୀ ହେବା ପାଇଁ ବାଧ୍ୟ ହେବ ଯଦି ଜନତା ଏବଂ ଜନ ପ୍ରତିନିଧିମାନେ ସୂଚନା ଅଧିକାର ଆଇନକୁ ଠିକ ଭାବେ ବୁଝିବେ । ବାଲିପାଟଣା ଓ ବାଲିଅନ୍ତା…