ଦ୍ବିତୀୟ ଶ୍ରୀକ୍ଷେତ୍ର ଦେଉଳୀ ଠାରେ ଝୁଳଣ ଯାତ୍ରା
ପଦ୍ମପୁର/ନୀଳ ଦୀପ -ଦ୍ବିତୀୟ ଶ୍ରୀକ୍ଷେତ୍ର ଦେଉଳୀ ଠାରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ବିଗତ ୭ଦିନ ଧରି ଚାଲିଥିବା ଏହି ଯାତ୍ରାରେ କାଞ୍ଚି ଅଭିଯାନ ନାମକ ନାଟକ ମଧ୍ୟ ମଞ୍ଚସ୍ଥ ହୋଇଥିଲା। ଲଲିତା ଘର ଭାବରେ ଶାନ୍ତି ନଗରକୁ ଏବଂ ହନୁମାନପଡାକୁ ମାଣିକ ପାଟଣା କରାଯାଇଥିଲା ।ମାଣିକ…