ରେଳାବାଇକୁ ମୟୁରଭଞ୍ଜବାସୀଙ୍କ ପ୍ରସ୍ତାବ : ତମ ପାଖେ ଯଦି ପଇସା ନାହିଁ ଆମେ ଦେଉଛୁ
ବାଙ୍ଗିରିପୋଷି-ଗୋରୁମହିଷାଣି ରେଳ ପ୍ରକଳ୍ପର ସର୍ଭେ ତୁରନ୍ତ ସାର
ବାରିପଦା/ ଦିଲ୍ଲୀପ ମହାନ୍ତି - ବାଙ୍ଗିରିପୋଷି-ଗୋରୁମହିଷାଣି ରେଳ ପ୍ରକଳ୍ପ ମୟୂରଭଞ୍ଜବାସୀଙ୍କ ଦୀର୍ଘ ଦିନର ଦାବି । କେନ୍ଦ୍ର ସରକାରଙ୍କ ରେଳ ବଜେଟରେ ଏହି ପ୍ରକଳ୍ପ ନିମନ୍ତେ ଅର୍ଥ ବ୍ୟୟ ବରାଦ ହେବ ଏହାକୁ ଚାତକ ଭଳି…