ଶାନ୍ତିପ୍ରିୟ ଓଡ଼ିଶାରେ ଫିଙ୍ଗା ଚାଲିଛି କି ହିଂସାର ଜାଲ !!

ଆତଙ୍କ ରାଜ ନୁହେଁ, ଲୋକଙ୍କ ହୃଦୟରେ ରାଜ କରିବା ଉଚିତ  ଭୁବନେଶ୍ୱର/ : "ବହୁ ଚର୍ଚ୍ଚିତ କୁନ୍ଦୁଲୀ ନାବାଳିକା ଦୁଷ୍କର୍ମ ଓ  ମୃତ୍ୟୁ , ବାଲେଶ୍ୱର ଜିଲ୍ଲା ତଳସାରୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ମହିଳାଙ୍କୁ ଅସଦାଚରଣ ଘଟଣାରେ ମୁଖ୍ୟମନ୍ତ୍ରୀ ନୀରବତା ଅବଲମ୍ବନ କରିଥିଲେ । ଏହି ଭଳି…

ଦେଖିବ ଆସରେ ଦେଖିବା ଆସ କିଏସେ କେଉଁଠି ଅଛ,  ମାନବ ଏଇଠି ସାଜୁଛି ଦାନବ ମଣିଷ ଜୀବନ  ତୁଚ୍ଛ

  ଘର ବନ୍ଦ କରି ନିଆଁ ଲଗାଇଦେଲେ ଦୁବୃର୍ତ୍ତ ପିପିଲି/ କୁମାର ଅଭିଶେଖ :  ମଣିଷ ଏତେ ବର୍ବର ସାଜିପାରେ...ଅମଣିଷପଣିଆର ଏକ କୁତ୍ସିତ ରୂପ ଦେଖିବାକୁ ମିଳିଛି ପିପିଲି ଦାନ ଗୋହିରିରେ  । ବାହାରୁ କବାଟ ବନ୍ଦ କରି ପୁରା ପରିବାରକୁ ମାରିଦେବାକୁ ଉଦ୍ୟମ । ଦାନଗୋହିର ମସଜିଦ ସାମ୍ନାରେ ଥିବା ଏକ…

ଅଇଁଠାପଲ୍ଲୀ ଆଦିବାସୀ ଯୁବକ ହାଜତ ମୃତ୍ୟୁ ଘଟଣା: ନବୀନ ସରକାରର ଆଦିବାସୀ ହତ୍ୟା ଯୋଜନାର ଜ୍ୱଳନ୍ତ ନଜୀର

ଅବିନାଶ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ : ପ୍ରଦୀପ   ଭୁବନେଶ୍ୱର- ସମ୍ବଲପୁର ଜିଲାର ଅଇଁଠାପଲ୍ଲୀ ଥାନା ଅନ୍ତର୍ଗତ ଭାଲୁପାଲ୍ଲି ଗ୍ରାମର ଅବିନାଶ ମୁଣ୍ଡାର ହାଜତ  ମୃତ୍ୟୁରେ ନବୀନ ସରକାରଙ୍କର ଆଦିବାସୀ ବିରୋଧୀ ମନୋଭାବ ସ୍ପଷ୍ଟ ପ୍ରମାଣିତ ହେଉଛି । ଏହା ବିଜେଡ଼ି ସରକାରର…

ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କ ନେତୃତ୍ୱ ତାଲିମ ଶିବିର

  ବଲାଙ୍ଗିରରୁ ନିରୋଜ ମିଶ୍ର  : ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ  ଠାରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ନେତୃତ୍ୱ ସମ୍ବନ୍ଧୀୟ ୧୦ଦିନିଆ ତାଲିମ  ଶିବିର ତା.୨୯.୦୧.୨୦୧୮ ରୁ  ୦୭.୦୨.୨୦୧୮ରିଖ ପର୍ଯ୍ୟନ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ…

ରାଜ୍ୟସ୍ତରୀୟ ଜନଜାତି କବାଡ଼ି ପ୍ରତିଯୋଗିତା, ଉଦ୍ଘାଟନୀ ସଭାରେ ସାମ୍ବିଧାନିକ ପ୍ରଟୋକଲର ଅବମାନନା 

ପୁର୍ନଜନ୍ମ ହେଲେ ଭଗବାନ  ମୋତେ ଆଦିବାସୀ ପରିବାରରେ ଜନ୍ମ ଦିଅନ୍ତୁ :ଅନନ୍ତ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବାକୁ ଉଦ୍ୟମ କରନ୍ତୁ ଜନଜାତି କ୍ରୀଡାବିତମାନେ : ସାନନ୍ଦ ୩୦ଟି ଜିଲାରୁ ୯୫୦ରୁ ଅଧିକ ପ୍ରତିଯୋଗି ଓ ୧୫୦ରୁ ଅଧିକ ଅଫିସିଆଲ ଯୋଗଦାନ ବାରିପଦାରୁ ଦିଲ୍ଲିପ ମହାନ୍ତି -…

 ବେଳ ଥାଉ ବନ୍ଧ ବାନ୍ଧରେ କୁମର ବେଳ ଥାଉ ବନ୍ଧ ବାନ୍ଧ !  

  ଆଙ୍ଗୁଠି ପୁରାଇ  ଆନ୍ଧ୍ର ବଢ଼ାଉଛି ପତିଆରା ,  ବାହା ପଶିଗଲେ ଦିନରେ ବି ଦେଖାଇଦେବ ତାରା କୁଟିଆ କମିଟି ଗସ୍ତ : ସରକାରଙ୍କ ଆନ୍ତରିକତା ନ ଛଳ,ଲୋକଙ୍କୁ ନଶୁଣି ଚାଲିଆସିଲେ ପ୍ରତିନିଧି ଦଳ ପ୍ରଶାସକ ଦାୟିତ୍ବହୀନ ହେଲେ ମିଳିବ କି ଫଳ ,ସରକାର କଣ ବନ୍ଦ କରିଦେଲେ ହୋଇବ କାଳ …

ଦଳ ବିରୋଧୀ କାର୍ଯ୍ୟ ପାଇଁ ପୂର୍ଣ୍ଣ ମାର୍ଣ୍ଡି ଜେଏମଏମରୁ ନିଲମ୍ବିତ

  ବାରିପଦା(ଦିଲ୍ଲୀପ ମହାନ୍ତି )- ଦଳ ବିରୋଧୀ କାର୍ଯ୍ୟକଳାପ ନିମନ୍ତେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ କମିଟି ସଦସ୍ୟ ପୂର୍ଣ୍ଣ ମାର୍ଣ୍ଡିଙ୍କୁ ଦଳରୁ ୨ ବର୍ଷ ନିମନ୍ତେ ନିଲମ୍ବିତ କରାଇଛନ୍ତି ରାଜ୍ୟ ସଭାପତି ମହେଶ ହେମ୍ବ୍ରମ । ଜେଏମଏମ ଦଳ ମୟୂରଭଞ୍ଜ ଜିଲାରେ ପ୍ରମୁଖ ବିରୋଧୀ ଦଳ…

 ବିଜେପି ସରକାରର ବୈମାତୃକ ମନୋଭାବର ଉଚିତ୍ ଜବାବ  ଜିଲ୍ଲାବାସୀ : ସରୋଜିନୀ 

ରେଳ ବଜେଟରେ ଉପେକ୍ଷିତ ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ବାଙ୍ଗିରିପୋଷି - ଗୋରୁମହିଷାଣି ରେଳ ଲାଇନକୁ ଅବହେଳା, ବୁଢାମରା-ଚକୁଳିଆ ରେଳପଥ ନିଖୋଜ   ବାରିପଦାରୁ ଦିଲ୍ଲୀପ ମହାନ୍ତି- କେନ୍ଦ୍ର ବଜେଟରେ ମୟୂରଭଞ୍ଜର ବହୁ ପ୍ରତିକ୍ଷିତ ବାଙ୍ଗିରିପୋଷି - ଗୋରୁମହିଷାଣି ନୂତନ ରେଳ ଲାଇନ ନିର୍ମାଣ,…

ଦାୟିତ୍ବହୀନ  ପୋଲିସ, ଲୋକଙ୍କ ଜୀବନକୁ ନେଇ ଖେଳ

ସତର୍କସୂଚନା ନଦେଇ ପୁଲିସର ଗୁଳିଚାଳନା ଅଭ୍ୟାସ  ଗୁଳିବାଜି ଯୁବକ ଗୁରୁତ୍ତର , ଉତ୍ତକ୍ତ ଜନସାଧାରଙ୍କ ଦ୍ୱାରା ରାଜପଥ ଅବରୋଧ ବାରିପଦାରୁ ଦିଲ୍ଲିପ ମହାନ୍ତି - ବାରିପଦା ଲକ୍ଷ୍ମୀପୋଷିସ୍ଥିତ ୫ମ ବାଟାଲିଅନ ପକ୍ଷରୁ ଫେବୃଆରୀ ୯ ଶୁକ୍ରବାର ବାଙ୍ଗିରିପୋଷି ଥାନା ଅଧୀନରେ ରହିଥିବା ବୁଢ଼ାମରା…

ଭୁଶୁଡି  ଯାଇଛି ସ୍ୱାସ୍ଥ୍ୟସେବା

   ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ  ଉଦ୍ଦେଶ୍ୟରେ ଦାବିପତ୍ର ଦେଲା ମାରିସା ବାରିପଦା(ଦିଲ୍ଲୀପ ମହାନ୍ତି )- ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭାବେ ଭୂଷୁଡ଼ି ଯାଇଥିବା ବେଳେ ଜିଲାପ୍ରଶାସନ, ନିର୍ବାଚିତ ଜନପ୍ରତିନିଧି କୁମ୍ଭକର୍ଣ୍ଣ ନିଦ୍ରାରେ…