‘ପିସି’ ମୋହରେ ବିଜେପି ବିଧାୟକ ଗୋବିନ୍ଦ ଦାସ !!!!!!!!!
ଭାଇରଲ ଅଡ଼ିଓରେ ବିଧାୟକଙ୍କ ଅଶ୍ରାବ୍ୟ ସ୍ୱର
ବାଲେଶ୍ୱର,: ଆଗରୁ କ୍ରିମିନାଲ ଖାସୁଆ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ବିଜେପି ବିଧାୟକ ଗୋବିନ୍ଦ ଦାସ ଏବେ ପିସି ମାଗିବା ତଥା ଧମକାଇବା ସମ୍ପର୍କିତ ଅଡିଓ ଟେପକୁ ନେଇ ଚର୍ଚ୍ଚାରେ | ବିଶୃଙ୍ଖଳିତ ଅମଲାତନ୍ତ୍ରଙ୍କ ମଧ୍ୟରେ ସରକାରୀ ହକ୍…