ଭଏସ୍‍ କଲ୍‍ରୁ ଫାଇଦା ଉଠାଇବାକୁ ବିଜେପିର ଉଦ୍ୟମ: ବିଜେଡି

ଭୁବନେଶ୍ୱର : ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଭଏସ୍‍ କଲ୍‍ରୁ ଫାଇଦା ଉଠାଇବାକୁ ବିଜେପି ଉଦ୍ୟମ କରିଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ସନ୍ଧ୍ୟାରେ ବିଜେଡି ଆପତ୍ତି କରିଛି । ବିଜେଡିର ଏକ ପ୍ରତିନିଧି ଦଳ…

ଅସହିଷ୍ଣୁତା, ଘୃଣା, ସାମାଜିକ ବିଦ୍ୱେଷ, ହିଂସା ଓ ଅପରାଧିକ କାର୍ଯ୍ୟକଳାପ ବିଜେପିର ଡିଏନ୍‍ଏରେ ଅଛି: ବିଜୟ ନାୟକ

ଭୁବନେଶ୍ୱର : ବିଜେପୁର ଉପ-ନିର୍ବାଚନରେ କେଉଁ ଦଳ ଜିତିବ ତାହା ସାଧାରଣରେ ସମସ୍ତେ ଅନୁଭବ କଲେଣି । କିନ୍ତୁ ସେଠାରେ ରାଜନୀତିକୁ ବିଜେପି ଯେଭଳି ତଳସ୍ତରକୁ ନେଇଯାଇଛି ତାହା ଓଡ଼ିଶା ରାଜନୀତିରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି ।  ଅସହିଷ୍ଣୁତା, ଘୃଣା, ସାମାଜିକ ବିଦ୍ୱେଷ,…

ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିଥିବା କାର୍ତିକ ଆରଏସଏସ କରମୀ: ବିଜେଡି ଦେଲା ପ୍ରମାଣ

ଭୁବନେଶ୍ୱର :  ଗତକାଲି କୁମ୍ଭାରୀ ଗ୍ରାମରେ ମାନନ୍ଥବର ମୁଖନ୍ଥମନ୍ତ୍ରୀ ଶ୍ରୀଯୁଚ୍ଛ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କଲାବେଳେ କାର୍ନ୍ନିକ ମେହେର ନାମକ ଜଣେ ବନ୍ଥଚ୍ଛି ମୁଖନ୍ଥମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିବାକୁ ଉଦନ୍ଥମ କରିଥିଲେ  । ବିଜେଡି ତରଫରୁ ଏହାକୁ ଆମେ କଡ଼ା ନିନ୍ଦା…

ପୋଲିସ ମହାନିର୍ଦ୍ଦେଶକଙ୍କୁ ବିଜେପି କଲା ଅଭିଯୋଗ  ଅଭିଯୋଗ ,  ଦୃଢ କାର୍ଯ୍ୟାନୁଷ୍ଠାନ  ପାଇଁ ଦାବୀ

  ବିଜେପୁରରେ ପୋଲିସ ଶାସକ ବିଜେଡିର କର୍ମୀ ଭାବେ କାର୍ଯ୍ୟ କରୁଛି: ବିଜେପି ବିଜେପୁର ଉପନିର୍ବାଚନରେ ପୋଲିସ୍ ନିଜର ନିରପେକ୍ଷ ସାମ୍ବିଧାନିକ ଦାୟିତ୍ୱ ଭୁଲି ବିଜେଡିର କର୍ମୀ ଭଳି କାମ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଭାରେ ଚପଲ ମାଡ ମାମଲାରେ ଏସଡିପିଓ ସୁରେଶ ନାୟକ ବିନା ତଦନ୍ତରେ…

ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ରାଜ୍ୟ ସରକାରଙ୍କ ହାତବାରିସୀ ଭଳି କାମ କରୁଛନ୍ତି

ବିଜେଡି ସାର୍ବଜନିନ ଭାବେ କ୍ଷମା ପ୍ରାର୍ଥନା କରୁ : ବିଜେପି ଭୁବନେଶ୍ୱର: ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ରାଜ୍ୟ ସରକାରଙ୍କ ହାତବାରିସୀ ଭଳି କାମ କରୁଛନ୍ତି | ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ପଛରେ ବିଜେପିର ପ୍ରାର୍ଥୀ…

କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓଡ଼ିଶା ରେ ମାତୃଭାଷା ଦିବସ ପାଳିତ  

କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓଡ଼ିଶା ର ସୁନାବେଡା ସ୍ଥିତ କ୍ୟାମ୍ପସ ଠାରେ ମାତୃଭାଷା ଦିବସ ପାଳିତ ହେଇଯାଇଛି । ବିଶ୍ଵବିଦ୍ୟାଳୟର କୁଳପତି ପ୍ର. ସଚ୍ଚିଦାନନ୍ଦ ମହାନ୍ତି କାର୍ୟ୍ୟକ୍ରମ ଉଦ୍ଘାଟନ କରିବା ସହ ‘ବହୁଭାଷୀ ଭାରତ ବର୍ଷରେ ମାତୃଭାଷାର ଗୁରୁତ୍ଵ’   (Role of Mother Tongue in…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ  ୩ଟି ସୁଟକେସ ଭର୍ତି କଳାଟଙ୍କା ଅଛି : ବିଜେପି

   ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ  ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଏହି ବିପୁଳ କଳା ଟଙ୍କା ଜବତ ହେବା ନିହାତି ଜରୁରୀ ଭୂବନେଶ୍ୱର : କଳା ଟଙ୍କା ଭର୍ତି ୩ଟି ସୁଟକେସ୍ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ  ବନ୍ଦ କୋଠରୀରେ ଅଛି । ବିଜେପୁର ଉପନିର୍ବାଚନରେ ଭୋଟରଙ୍କୁ…

ଦୀର୍ଘ ୩ବର୍ଷ ପରେ  ‘ସୁମିତ୍ରା’ଙ୍କ ଘର ବାହୁଡା 

ଭୁବନେଶ୍ୱର  : ନାମ - ସୁମିତ୍ରା କାଳନ୍ଦୀ, ଗ୍ରା-ହରିଜନ କଲୋନୀ, ପୋ-ଘାଟସିଲା, ପୋଲିସ୍ ଷ୍ଟେସନ-ଘାଟସିଲା, ଜିଲ୍ଲା - ଇଷ୍ଟ ସିଙ୍ଗଭୂମି, ରାଜ୍ୟ- ଝାଡ଼ଖଣ୍ଡ, ସ୍ୱାମୀ ନାମ - ବିମଲ କାଳନ୍ଦୀ, ପୁଅ ନାମ - ବିଷ୍ଣୁ କାଳନ୍ଦୀ, ଦୀର୍ଘ ୩ ବର୍ଷ ପୂର୍ବରୁ ନିଜର ସ୍ୱାମୀ ବିମଲ୍ କାଳନ୍ଦୀ ସହ…

ବାଲିମେଳା ଡ୍ୟାମର ଜଳ ଅପଚୟ ରୋକିବା  ପାଇଁ କାର୍ଯ୍ୟକାରୀ ହେଉଛି ଡିଆରଆଇପି

 ବନ୍ଧ ନିରାପତ୍ତା ଅନୁଧ୍ୟାନକାରୀ ଦଳଙ୍କ ସୁପାରିଶ କ୍ରମେ ଚାଲିଛି ବନ୍ଧା ମରାମତି  "ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରରୁ ସମ୍ପୁର୍ଣ୍ଣ ବିଦ୍ୟୁତ  ଉତ୍ପାଦନ ବନ୍ଦ, ପୋଟେରୁ ଜଳସେଚନ  ପ୍ରକଳ୍ପ ଦ୍ୱାରା ହେଉଥିବା  ଜଳସେଚନ, ଚିତ୍ରକୁଣ୍ଡା ଡ୍ୟାମରୁ ପାନୀୟ ଜଳଯୋଗାଣ ବନ୍ଦ ହେବାର କୌଣସି…