ବିଜେପୁରର ଜନାଦେଶକୁ ବିନମ୍ରତାର ସହ ସ୍ୱୀକାର କରୁଛୁ: ବସନ୍ତ ପଣ୍ଡା

  ବିଜୟୀ ପ୍ରାର୍ଥିନୀ ରୀତା ସାହୁଙ୍କୁ ଅଭିନନ୍ଦନ ଜଣାଇଲେ ଶ୍ରୀ ପଣ୍ଡା ଭୁବନେଶ୍ୱର  : ବିଜେପୁର ଉପ ନିର୍ବାଚନରେ ବିଜେପୁର ଭୋଟର ଭାଇ ଭଉଣୀମାନଙ୍କର ଜନାଦେଶକୁ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ବିନମ୍ରତାର ସହ ସ୍ୱୀକାର କରି ସମ୍ମାନ ଜଣାଇବା ସହ ବିଜୟୀ ରୀତା ସାହୁଙ୍କୁ ଅଭିନନ୍ଦନ…

ଅହଂକାର ଉପରେ ନମ୍ରତାର ବିଜୟ: ବିଜୟ ନାୟକ

ବିଜେପୁରବାସୀଙ୍କ ନିକଟରେ ଆମେ କୃତଜ୍ଞ, ବିକାଶର ଏଜେଣ୍ଡା ଆହୁରି ଶକ୍ତିଶାଳୀ ହେବ ଭୁବନେଶ୍ୱର: ବିଜେପୁର ଜନସାଧାରଣ ବିଜୁ ଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ବିପୁଳ ସମର୍ଥନ ଓ ସଦ୍ଧିଚ୍ଛା ଜ୍ଞାପନ କରିଥିବାରୁ ବିଜେପୁରବାସୀଙ୍କ ନିକଟରେ ବିଜୁ…

ନୋଟା ତଳେ ଅଛନ୍ତି ୧୦ ପ୍ରାର୍ଥୀ 

 ମୁଖ୍ୟ ନିର୍ବାଚନ ଅଧିକାରୀ ଘୋଷଣା କଲେ ଫଳ  ଭୁବନେଶ୍ୱର,: ବିଜେପୁର ଉପନିର୍ବାଚନରେ ଭୋଟଗଣତି ପରେ ଫଳ ଘୋଷଣା କରାଯାଇଛିା ଏହି ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥିନୀ ରୀତା ସାହୁ ୧୦୨୮୭୧ ଭୋଟ ପାଇ ବିଜୟିନୀ ହୋଇଛନ୍ତିା ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର…

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ “କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଚେୟାର’

ବୁଝାମଣା ପତ୍ର ସ୍ୱାକ୍ଷରିତ: ରାଜ୍ୟ ସରକାରଙ୍କ ପକ୍ଷରୁ ୩.୬ କୋଟି ଟଙ୍କା ପ୍ରଦାନ ଭୁବନେଶ୍ୱର:  ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର, ପ୍ରସାର ଓ ଗବେଷଣା ନିମନ୍ତେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ଓଡ଼ିଆ ଚେୟାର୍ ପ୍ରତିଷ୍ଠା ହେବ । ଆଜି…

ପୂର୍ବପରି କେନ୍ଦ୍ର ସରକାର ପିଏମଜିଏସୱାଇର ପ୍ରକଳ୍ପରେ ଶତପ୍ରତିଶତ କେନ୍ଦ୍ରୀୟ ସହାୟତା ଦିଅନ୍ତୁ : ମନ୍ତ୍ରୀ ଶ୍ରୀ ଆରୁଖ

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଓଡିଶାର ଦାବି      ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ପିଏମଜିଏସୱାଇ) ପ୍ରକଳ୍ପ ପାଇଁ ପୂର୍ବରୁ କେନ୍ଦ୍ର ସରକାର ଶତ ପ୍ରତିଶତ ସହାୟତା ପ୍ରଦାନ କରୁଥିଲୋ ୨୦୧୫-୧୬ ପରଠାରୁ ଏହାକୁ…

ଦୁଇ ବର୍ଷ ସର୍ମ୍ପକକୁ ଭୂଲିଗଲା ସ୍ବାମୀ ବାଛିନେଲା ନୂଆ ଏକ ପ୍ରେମିକା

  କେନ୍ଦ୍ରାପଡା   ରୁ  ପ୍ରଫୁଲ କୁମାର ମଲ୍ଲ କଂ ରିପୋର୍ଟ: ଦୁଇ ବର୍ଷ ସର୍ମ୍ପକକୁ ଭୂଲିଗଲା ସ୍ବାମୀ ବାଛିନେଲା ନୂଆ ଏକ ପ୍ରେମିକା  | ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ସାମ୍ବାଦିକ ହେଲେ ଦୃବ୍ୟବହାର ଓ ନିର୍ଯ୍ୟାତନା ର ଶିକାର । ଡେରାବଶ ବ୍ଲକ ନିକିରାଇ ଥାନା ଅର୍ନ୍ତଗତ ନହଙ୍ଗ…

ବିଜେପୁରରେ ଶଙ୍ଖର ନିର୍ଘୋଷ, ତୁଟିଲା ପଦୁଅଁ ଫୁଟିବା ଆଶ 

 ଧର୍ମେନ୍ଦ୍ର ନିରାଶ, ନବୀନଙ୍କ ମୁହେଁ ହସ  ୪୧, ୯୩୩ ଭୋଟ ବ୍ୟବଧାନରେ ଜିତିଲେ ରୀତା, ବିଜେଡି ଶିବିରରେ ଖୁସିର ଲହରୀ  ମହାରଥୀଙ୍କ ସନ୍ୟାସ ନୋହିଲା, ତେବେ ଲଣ୍ଡା ହେବ କଥା କଣ ହେବ  ଗତକାଲି ସୂଚନା ଭବନ ଖଟିରେ ଯୁବ ବିଜେଡିର ଜଣେ ଉପ ସଭାପତି ଜଗନ୍ନାଥ ଦାସକୁ ଆମ ସାମ୍ବାଦିକ…

  ଦେଶର ଅଭିବୃଦ୍ଧିରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

ପ୍ରେସ୍ ୟୁନିଅନ ରାୟଗଡ ପାଳିଲା  ଦ୍ୱିତୀୟ ବାର୍ଷିକୀ ଉତ୍ସବ  ରାୟଗଡରୁ ସରୋଜ ସାହୁ  :  ଦେଶର ଅଭିବୃଦ୍ଧିରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ସରକାର ସାମ୍ବାଦିକଙ୍କ ସମସ୍ୟା ଦୂର କରିବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା ଓ ସାମ୍ବାଦିକ ମାନେ ଗ୍ରାମାଞ୍ଚଳର…

ପାର୍ସଲ ବୋମା ବିସ୍ପୋରଣ ଘଟଣାର ତଦନ୍ତ ସିବିଆଇ କିମ୍ବା ଏନଆଇଏ ଦ୍ୱାରା କରାଯାଉ

ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେ.ଭି ଭୁବନେଶ୍ୱର : ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ ଘଟଣାର ତଦନ୍ତ ସିବିଆଇ କିମ୍ବା ଏନଆଇଏକୁ ହସ୍ତାନ୍ତର କରିବାକୁ ବିଜେପି ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହ ଦେଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ…

ଅଚାନକ ଭାବେ ଘଟୁଥିବା ଘଟଣାର ଚିକିତ୍ସା  ବ୍ୟବସ୍ଥା ସୁଲଭ ମୂଲ୍ୟରେ ଯୋଗାଇଦେଉଛି ମାଇ କ୍ୟୋର ହସ୍ପିଟାଲ୍

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କର୍ମଶାଳା ରାୟଗଡରୁ ସରୋଜ ସାହୁ : ରାୟଗଡ ସ୍ଥିତ ସାଇ ଇଣ୍ଟରର୍ନ୍ୟାସନାଲ ହୋଟେଲରେ ବିଶାଖାପାଟଣମ୍ ର ମାଇ କ୍ୟୋର ହସ୍ପିଟାଲ୍ ତରଫରୁ ନ୍ୟୁରୋ  ସର୍ଜନ ଉପରେ ଏକ ପ୍ରଶିକ୍ଷଣ ସିବିର ଅନୁଷ୍ଠିତ  ହୋଇଯାଇଛି । ମାଇ କ୍ୟୋର ହସ୍ପିଟାଲ୍ ର ଡାକ୍ତର ଟି. ସୁରେଶ ଅଚାନକ ଭାବେ…