ଗାଁର ଲୋକଙ୍କ ସହ ସିଧା କଥା ହେଲେ ମୁଖ୍ୟମନ୍ତ୍ରୀ 

 ଭିଡିଓ କନଫରେନସିଂ ଦ୍ୱାରା ଆରମ୍ଭ ହେଲା "ଆମ ଗାଁ ଆମ ବିକାଶ"  ଭଲମନ୍ଦ ପଚାଲିଲେ, ୨କୋଟି ଟଙ୍କାର ପ୍ରକଳ୍ପ ମଂଜୁର କଲେ : ଆପଣ ମାନେ କେମିତି ଅଛନ୍ତି ? ଆପଣମାନଙ୍କ ଉନ୍ନତି ପାଇଁ ଭଲ ଭଲ ପ୍ରସ୍ତାବ ଦିଆନ୍ତୁ | ସେ ସବୁକୁ ତୁରନ୍ତ ମଂଜୁର କରାଯିବ | ଆପଣଙ୍କ ମୁଖ୍ୟମନ୍ତ୍ରୀ ଆପଣଙ୍କ ଗାଁ…

ଇଏ କି ବିଜୁ ପ୍ରୀତି

ବର୍ଷକୁ ଠାରେ ଟଂଗୁଛେ ଫୁଲମାଳ , ହେଲେ ମୂର୍ତ୍ତିର ଅବସ୍ଥା ବେହାଲ ବଲାଙ୍ଗୀରରୁ ନିରୋଜ ମିଶ୍ର :  ଆଜି ହଉଛେ ପଞ୍ଚାୟତିରାଜ ଦିବସ.ଓଡିଶା ର  ବରପୁତ୍ର  ୧୦୨  ବର୍ଷ  ପୁରତୀରେ  ବିଭିନ୍ନ  କାର୍ଯ୍ୟକ୍ରମ  କରା ହଉଛେ .କିନ୍ତୁ ଅତି  ଦୁଃଖର ବିଷୟ ବଲାଙ୍ଗୀର ପ୍ରଶାସନ ଆଉ ପୌର ପ୍ରଶାସନ ଆଉ …

ଆଜିଠୁ ଓଡ଼ିଶା ଏମ୍ଏସ୍ଏମ୍ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୧୮

ମାର୍ଚ୍ଚ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ୩୫୦ରୁ ଊ–ର୍ ପ୍ରଦର୍ଶନୀ ଷ୍ଟଲ ସ୍ଥାନ ପାଇବ ଆଂଶ ଗ୍ରହଣ କରିବେ ଇରାନ୍,ବଙ୍ଗଳାଦେଶ , ଦକ୍ଷିଣ କୋରିଆ, ଜର୍ମାନରୁ ଆସିଥିବା ପ୍ରତିନିଧି ଓଡ଼ିଶା ଏମ୍ଏସ୍ଏମ୍ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୧୮ ଆସନ୍ତା ମାର୍ଚ୍ଚ ୫ରୁ ୧୦ ତାରିଖ…

ତ୍ରିପୁରା,ମେଘାଳୟ, ନାଗାଲାଣ୍ଡରେ ବିଜେପିର ବିଜୟ  ନୂଆ ରାଜନୈତିକ  ପରିବର୍ତନକୁ  ଚୁଡାନ୍ତ ପର୍ଯ୍ୟାୟକୁ ନେବ : ଜୁଏଲ

 ୨୦୧୯ରେ ଓଡିଶାରେ ବିଜେପି ସରକାର ନେଇ ଅମିତ ଶାହଙ୍କ ବକ୍ତବ୍ୟକୁ ଦୋହରାଇଲେ   ତ୍ରିପୁରାରେ ବାମ ଗଡର ସର୍ଦାର ମାଣିକ ସରକାରଙ୍କ ସହ ଓଡିଶାର ସ୍ଥାଣୁ, ଅପାରଗ ସରକାରର ମହାନାୟକ ନବୀନ ପଟ୍ଟନାୟକଙ୍କ ଅନେକ ସମାନତା ରହିଛି   ନବୀନ ପଟ୍ଟନାୟକ ୨୦୧୯ରେ ମାଣିକ ସରକାରଙ୍କ ଦଶା ଭୋଗିବେ …

ଘସିପୁରା ପାଲଟିଛି ବର୍ତମାନ ହିଂସାର ଏକ ନାଭିକେନ୍ଦ୍ର , ଡ଼ିଜିଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ 

ମନ୍ତ୍ରୀ ପରିବାରର ପ୍ରୋତ୍ସାହନରେ ଘସିପୁରା ଏବେ ଅପରାଧିଙ୍କ ଅଭୟାରଣ୍ୟ  :ବିଜେପି ଭୁବନେଶ୍ୱର : କେନ୍ଦୁଝର  ଜିଲ୍ଲା ଘସିପୁରା ଅଂଚଳରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । ପୂର୍ବରୁ ଶାନ୍ତିପୂର୍ଣ୍ଣ ଅଂଚଳ ଭାବରେ ପରିଗଣିତ ହେଉଥିବା ଏହି ଅଂଚଳ ବର୍ତମାନ ହିଂସାର ଏକ…

ଜିଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲା ମାରିସା

ଛାତ୍ରଛାତ୍ରୀମାନଙ୍କୁ ଠିକଣା  ସମୟରେ ମିଳୁନି ଷ୍ଟାଇପେଣ୍ଡ  ବାରିପଦା/ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ଜିଲାର ବିଭିନ୍ନ ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଯଥା ସମୟରେ ଷ୍ଟାଇପେଣ୍ଡ ମିଳିପାରି ନ ଥିବାରୁ ଏହାର ପ୍ରତିବାଦରେ ମୟୂରଭଞ୍ଜ ଆଦିବାସୀ ରିଭଲ୍ୟୁସାନାରି …

କୃଷକମାନଙ୍କୁ ଦିନରେ ଲଣ୍ଠନ ଦେଖାଇବା ବନ୍ଦ କରୁ କେନ୍ଦ୍ର : ବିଜୟ 

  କୃଷି ପ୍ରଧାନ ଓଡିଶା ପାଇଁ କେନ୍ଦ୍ର ସରକାର କଣ କରିଛି କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରନ୍ତୁ  ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି କେବଳ ଭେଳିକି, କାର୍ଯ୍ୟକାରିତା ସନ୍ଦେହରେ  ଭୁବନେଶ୍ୱର : ଭୁବନେଶ୍ୱର ଗସ୍ତରେ ଥିବା କେନ୍ଦ୍ର କୃଷିମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏକ ଘରୋଇ ଆଞ୍ଚଳିକ…

ଅମିତ ଶାହଙ୍କ ବକ୍ତବ୍ୟ ଗାଲୁଆଙ୍କ ବାରବାଟୀ ଚାଷ : ବିଜେଡି 

  ଓଡ଼ିଶାବାସୀଙ୍କ ଉପରେ ତ୍ରିପୁରା ଓ ନାଗାଲାଣ୍ଡ ନିର୍ବାଚନ ଫଳାଫଳର କୌଣସି ପ୍ରଭାବ ପଡିବ ନାହିଁ ଓଡ଼ିଶାରେ ନିର୍ବାଚନ ଫଳ କଣ ହେବ, ବିଜେପୁର ଫଳ ତାହାର ଟ୍ରେଲର  ଭୁବନେଶ୍ୱର : ତ୍ରିପୁରା ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ଉତ୍ତମ ଫଳ ପ୍ରଦର୍ଶନ କରିଥିବାରୁ ୨୦୧୯ରେ…

କହିଁପେ ନିଗାହେଁ, କାହିଁ ପେ ନିଶାନା,ମନ୍ତ୍ରୀମଣ୍ଡଳ ରେ ଛୋଟ ଧରଣର ଅଦଳବଦଳ

 ପାରିବାରପଣିଆକୁ ପୁରସ୍କାର, ପ୍ରତାପ ଓ ସୁଶାନ୍ତ ପୁରସ୍କୃତ ନିରଞ୍ଜନ ପୂଜାରୀ ଓ ପ୍ରଫୁଲ୍ଲମଲ୍ଲିକଙ୍କୁ ମିଳିଲା ନୂଆ ଦାୟିତ୍ୱ  ମନ୍ତ୍ରୀମଣ୍ଡଳ ରେ ଛୋଟ ଧରଣର ଅଦଳବଦଳ ହୋଇଛି। ଜଳ ସମ୍ପଦ ବିଭାଗ ଆଉ ପୂର୍ତ୍ତ ବିଭାଗ ମୁଖ୍ୟମନ୍ତ୍ରୀ  ଛାଡିଛନ୍ତି। ନିରଞ୍ଜନ ପୂଜାରୀଙ୍କୁ  ଜଳ ସମ୍ପଦ,…