ଅଯୋଧ୍ୟା ମାମଲାରେ ମଧ୍ୟସ୍ଥତା ପାଇଁ ଦାଏର କରାଯାଇଥିବା ୩୨ଟି ଆବେଦନ ସୁପ୍ରିମକୋର୍ଟରେ ଖାରଜ
ନୂଆଦିଲ୍ଲୀ : ରାମଜନ୍ମଭୂମି ବାବରୀ ମସଜିଦ ପ୍ରସଙ୍ଗରେ ମଧ୍ୟସ୍ଥତା ଲାଗି ବିଭିତ୍ତ ବ୍ୟକ୍ତି କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କେବଳ ଜମି ମାଲିକାନା ବିବାଦ ସହ ଜଡିତ ବ୍ୟକ୍ତିମାନଙ୍କୁ ନେଇ ଶୁଣାଣୀ କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି । ମାମଲାର…