୪ ବର୍ଷ ମଧ୍ୟରେ ପେଟ୍ରୋଲ-ଡିଜେଲ  ଦର ଆକାଶ ଛୁଆଁ ହୋଇଛି 

ବଡବିଲରେ ବିଜେଡି ପକ୍ଷରୁ ପେଟ୍ରୋଲ ପମ୍ପରେ ଧାରଣା ବଡବିଲ (ଚିତରଂଜନ କର)- କେନ୍ଦୁଝର ଜିଲା ବଡବିଲ ଅଂଚଳରେ ଥିବା ସମସ୍ତ ପେଟ୍ରୋଲ ପମ୍ପରେ ବିଜେଡି ପକ୍ଷରୁ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ବଡବିଲ ଏସଏବି ସର୍ଭିସ ଷ୍ଟେଶନରେ ଯୁବ ବିଜେଡି…

ରେଡକ୍ରସ ତାର କାର୍ଯ୍ୟକ୍ରମକୁ ସୁଦୁରପ୍ରସାରୀ  ତଥା ବ୍ୟାପକ କରୁ : ମନ୍ତ୍ରୀ ଶ୍ରୀ ଜେନା 

ଭାରତୀୟ ରେଡକ୍ରସ୍ ସୋସାଇଟି ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ  ଭୂବନେଶ୍ୱର  : ବିଶ୍ୱ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଅନୁଧ୍ୟାନ କରି ପ୍ରତ୍ୟେକ ବର୍ଷ ଅପ୍ରେଲ ୭ ତାରିଖ (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା  ଦିବସ) କୁ ସାରା ବିଶ୍ୱରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ…

ପେଟ୍ରୋଲ ଟାଙ୍କି ଆଗରେ ବିଜେଡିର ଶାନ୍ତିପୂର୍ଣ ଧାରଣା 

ପେଟ୍ରୋଲିୟମ ଜାତ ଦ୍ରବ୍ୟର କ୍ରମାଗତ ମୂଲ୍ୟବୃଦ୍ଧି ପ୍ରତିବାଦ   ବାରିପଦାରୁ ଦିଲ୍ଲୀପ ମହାନ୍ତି : ପେଟ୍ରୋଲିୟମ ଜାତ ଦ୍ରବ୍ୟ ଡ଼ିଜେଲ ଓ ପେଟ୍ରୋଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧିର ପ୍ରତିବାଦରେ ଅପ୍ରେଲ ୭ ଶନିବାର ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି, ଯୁବ, ଯୁବ, ଛାତ୍ର ଓ ମହିଳା ବିଜେଡ଼ି…

ବ୍ରହ୍ମେଶ୍ୱର  ୟୁପିଏଚସିରେ  ଲୋକାର୍ପିତ ହେଲା “ସୁନେତ୍ର”

କାର୍ଯ୍ୟକ୍ଷମ ହେଲା ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାକେନ୍ଦ୍ର "ଭିଜନ କ୍ଲିନିକ"  ଭୁବନେଶ୍ୱର(ଚକ୍ରଧର ମାଝି) : ରାଜ୍ୟର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ପ୍ରଣୀତ ହେଉଥୁଇବା ବିଭିନ୍ନ ଯୋଜନା ମଧ୍ୟରୁ ସୁନେତ୍ର ଯୋଜନା ଅନ୍ତର୍ଗତ ଭୁବନେଶ୍ୱର ମହାନଗର ନିଗମ…

ଓଏଏସ ସଂଘର ଦ୍ୱିବାର୍ଷିକ ସମ୍ମିଳନୀ ପାଇଁ ଓଏଏସ ଅଫିସରଙ୍କୁ ଦିଦିନ ଛୁଟି

  ଭୁବନେସ୍ଵଶ୍ୱର : ଓଡିଶା ପ୍ରଶାସନିକ ସେବା ସଂଘର ଦ୍ୱିବାର୍ଷିକ ସମ୍ମିଳନୀ ତଥା ସାଧାରଣ ପରିଷଦ ବୈଠକ ଭୁବନେଶ୍ୱର ଠାରେ ଅଵୁସ୍ଥିତ ହେବାକୁ ଯାଉଛି | ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ସମ୍ମିଳନୀ ପାଇଁ ଏପ୍ରିଲ ୯ ୦ ୧୦  ଦୁଇଦିନ ସିଏଲ ବା କାଜୁଆଲ ଲିଭ ରାଜ୍ୟସରକାର ମଂଜୁର…

ପାରାଦୀପରେ ରାଜ୍ୟସ୍ତରୀୟ ଦିବାରାତ୍ର ୨୦-ଟୋଣ୍ଟି କି୍ରକେଟ ଉଦ୍ଘାଟିତ

ଉଦ୍ଘାଟନ କଲେ ବନ୍ଦର ଅଧ୍ୟକ୍ଷ, ଶ୍ରାବଣୀ କି୍ରକେଟ କ୍ଳବ ବିଜୟୀ ପାରାଦୀପ  :  ପାରାଦୀପର ସର୍ବପୁରାତନ କ୍ରକେଟ ସଙ୍ଗଠନ ପାରାଦୀପ ଭେଟେରିଆନ କି୍ରକେଟ କାଉନସିଲ ଆନୁକୁଲ୍ୟରେ ଗୋପବନ୍ଧୁ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଦିବାରାତ୍ର ଟୋଣ୍ଟି ଟୋଣ୍ଟି କି୍ରକେଟ ଟୁର୍ଣ୍ଣାମେଣ୍ଟ ପାରାଦୀପ ବନ୍ଦରର…

ଦୂର ହେବ କେବେ ଅଣ୍ଡା ଓ ଚିକେନ ଦୋକାନୀଙ୍କ ଶନିଦଶା ?

ଭୋକ ଉପାସରେ ଦିନ କଟାଉଛନ୍ତି ପାରାଦୀପର ଅଣ୍ଡା ଓ ଚିକେନ ବ୍ୟବସାୟୀଙ୍କ ପରିବାର ପାରାଦୀପ : ଆଜକୁ ପ୍ରାୟ ଦେଢମାସ ହେଲା ଭୋକ ଉପାସରେ ଦିନ କଟାଉଛନ୍ତି ବନ୍ଦର ନଗରୀ ପାରାଦୀପ ଅଞ୍ଚଳର ଅଣ୍ଡା ଓ ଚିକେନ ବ୍ୟବସାୟୀଙ୍କ ପରିବାର । ତୁରନ୍ତ ଏହାର ପ୍ରତିକାର ସେମାନଙ୍କର ବ୍ୟବସାୟୀକୁ ପୁନରବାର…

ଦୀର୍ଘ ୧୨ ବର୍ଷ ପରେ ଶିକ୍ଷୟତ୍ରୀ ନିର୍ଦ୍ଦୋଷ ସାବ୍ୟସ୍ତ

ଆୟ ବର୍ହିଭୂତ ସମ୍ପତ୍ତିଠୁଳ ମାମଲା ବାରିପଦାରୁ ଦିଲ୍ଲୀପ ମହାନ୍ତି - ବାରିପଦା ସ୍ୱତନ୍ତ୍ର ଭିଜିନ୍ସ କୋର୍ଟ ଜଜ୍ ତାରାପ୍ରସାଦ ରଥ ଦୀର୍ଘ ୧୨ ବର୍ଷ ଧରି ଚାଲି ଆସିଥିବା ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ଅଭିଯୁକ୍ତ ଶିକ୍ଷୟତ୍ରୀ ବୈଜୟନ୍ତୀ ମାଳା ପାଲଙ୍କୁ ଆବଶ୍ୟକୀୟ ପ୍ରମାଣ…

ଚିଟଫଣ୍ଡ ମାମଲାରେ ୪ ଯୁବକଙ୍କୁ ଜେଲ ଓ ଜୋରିମାନା

ବାରିପଦାରୁ ଦିଲ୍ଲୀପ ମହାନ୍ତି - ବାରିପଦା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେ୍ରଟ ଡ଼ଃ. ଭି. ସୁଜାତା ଆଜି ଏକ ଚିଟଫଣ୍ଡ ଏଣ୍ଡ ମନି ସାକୁ୍ୟଲେସନ ସ୍କିମ(ବେନିଂ ଆକ୍ଟ-୧୯୭୮) ମାମଲାର ବିଚାର କରି ବେତନଟୀ ଥାନା ଅନ୍ତର୍ଗତ ଶୁଖିଲାହାର ଗ୍ରାମର ଶିବ ଶଙ୍କର ମହାନ୍ତ(୩୩), ବିଜେଡ଼ିର ଯୁବ ନେତା ତଥା…

ଜାଲ ସାର୍ଟିଫିକେଟ ଦାଖଲ କରି ସରପଞ୍ଚ ହେବା ମହଙ୍ଗା ପଡ଼ିଲା

ବାରିପଦାରୁ ଦିଲ୍ଲୀପ ମହାନ୍ତି- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଆଜି ଏକ ସନ୍ତାନମାନଙ୍କ ଜାଲ ଜନ୍ମ ସାର୍ଟିଫିକେଟ ଦାଖଲ କରି ଖାସିବେଢ଼ା ପଞ୍ଚାୟତରେ ସରପଞ୍ଚ ହେବା ସହିତ ପୂର୍ବତନ ସରପଞ୍ଚ ସୁଦାମ ହେମ୍ବ୍ରମଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ତାଙ୍କ…