ଆମ୍ବେଦକର ଜୟନ୍ତୀରୁ ଦେଶ ବ୍ୟାପୀ ଆରମ୍ଭ ହେବ “ଗ୍ରାମ ସ୍ୱରାଜ ଅଭିଯାନ”

ରାଜ୍ୟ ସଂଯୋଜକ ଭାବେ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସହ ସଂଯୋଜକ ଭାବେ ଦିଲୀପ ମଲ୍ଲିକ ମନୋନୀତ ଭୂବନେଶ୍ୱର/chakradhar majhi  : ଆସନ୍ତା ଏପ୍ରିଲ ୧୪ ତାରିଖ ଆମ୍ବେଦକର ଜୟନ୍ତୀ ଅବସରରେ ସମଗ୍ର ଦେଶରେ ଗ୍ରାମ ସ୍ୱରାଜ ଅଭିଯାନ ଆରମ୍ଭ ହେବାକୁ ନିଷ୍ପତି ନିଆଯାଇଛି । ଏହି ଅଭିଯାନ ଏପ୍ରିଲ ୧୪…

ପେଟ୍ରୋଲ ଡିଜେଲ ଦରବୃଦ୍ଧି ର ପ୍ରତିବାଦ ଓ ସଚେତନତା ଅଭିଯାନ 

 ବଲାଙ୍ଗୀରରୁ ନିରୋଜ ମିଶ୍ର : ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଁ ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ ବଲାଙ୍ଗିର ର ସମସ୍ତ ପେଟ୍ରୋଲ ପମ୍ପ ଠାରେ ବଲାଙ୍ଗିର ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଲିଫଲେଟ୍ ମାଧ୍ୟମରେ ଜନ ଜାଗରଣ ଅଭିଜାନ | କେନ୍ଦ୍ର ସରକାରଙ୍କ ଦ୍ୱାରା ଗତ ୪ ବର୍ଷ ମଧ୍ୟରେ…

ସରକାରଙ୍କ ସ୍ୱଚ୍ଛତା ପୁଟରେ ଘଳିଆ,  ମୂଳରୁ ମାଈପ ନାହିଁ ପୁଅ ନା ଗୋପାଳିଆ !

କିଏ ସେଇ ଅଜାତି ଶରଣ, ଯିଏ ସରକାରଙ୍କ ପାଇଁ ଚିନ୍ତାର କାରଣ  (କେନ୍ଦ୍ର ସରକାର ନୀତି ପ୍ରଣୟନ କରିବା ପାଇଁ ଗଢ଼ିଛନ୍ତି କମିଟି, ଏହି ଚିଠିଟି ସେ ସମ୍ପର୍କିତ ) ଭୁବନେଶ୍ୱର/Gyaneswar : ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ଶାସନ କଥା କହୁଛନ୍ତି, ଦୁର୍ନୀତି କରୁଥିବା ଲୋକଙ୍କୁ ସାବାଡ କରୁଥିବା…

 ବିଜେଡି ବିଜେପି ପ୍ରୀତି କୁହେଲି : “ ବାହାରେ କଳି ଓ ଭିତରେ କୋଳାକୋଳି”

 ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ ଭୁବନେଶ୍ୱର-ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ  ପେଟ୍ରୋଲ ଓ ଡିଜେଲ ଦର ପ୍ରତ୍ୟାହାର ଦାବିରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥିଙ୍କ ନେତୃତ୍ୱରେ ଏକ ବିଶାଳ ର୍ୟାଲି ପ୍ରଦେଶ ଯୁବ କଂଗ୍ରେସ…

କଂଗ୍ରେସ ପ୍ରାର୍ଥୀ ମାନସ ମଙ୍ଗରାଜ ୧୫୦୦ ସମର୍ଥକଙ୍କ ସହ ବିଜେଡିରେ ମିଶିଲେ

ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ, ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ୨୦୦୯ ସାଧାରଣ ନିର୍ବାଚନରେ ଚିଲିକା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ମାନସ ମଙ୍ଗରାଜ ପୂର୍ବାହ୍ଣ ୧୦ଟା ସମୟରେ ଏୟାରପୋର୍ଟ ଛକସ୍ଥିତ ପ୍ରବାଦ ପୁରୁଷ ବିଜୁବାବୁଙ୍କ…

ମୋବାଇଲ ନ ଦେବାରୁ ବ୍ଲେ୍ଲଡରେ ବେକକୁ ଆକ୍ରମଣ, ଅଭିଯୁକ୍ତ ଚମ୍ପଟ

  ବଡବିଲ,(ଚିତରଂଜନ କର)-  କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ରାଜ୍ୟ ରାଜପଥର ଷ୍ଟେଟ ବ୍ୟାଙ୍କ ନିକଟରେ ମଙ୍ଗଳବାର ରାତି ରେ ଜଣେ ଦୁର୍ବୃତଙ୍କୁ ମୋବାଇଲ ନ ଦେବାରୁ ବ୍ଲେଡ ସାହାଯ୍ୟରେ ଯୁବକଙ୍କ ବେକକୁ ଆକ୍ରମଣ କରି ଚମ୍ପଟ ହୋଇଥିବା ଘଟଣା ଅଂଚଳରେ ବେଶ ଆଲୋଚନା ହୋଇଛି । ଏଭଳି ଏକ…

ବଡବିଲରେ ଉତ୍କଳ ଦିବସ ମହା ସମାରୋହରେ ପାଳିତ : ଓଡିଶାର ବରପୂତ୍ର, କୀର୍ତ୍ତି , କାରୁକଳାରେ ଆକର୍ଷଣୀୟ ସୁସଜ୍ଜିତ ରଥ

ପାରମ୍ପରିକ ବାଘ, ଷଣ୍ଢ, ଘୋଡା, ଶଙ୍ଖ, କଣ୍ଢେଇ ଓ ଆଦିବାସୀ ନୃତ୍ୟର ଶୋଭାଯାତ୍ରା ବଡବିଲ(ଚିତରଂଜନ କର)-  କେନ୍ଦୁଝର ଜିଲା ବଡବିଲରେ ମହା ସମାରୋହରେ ପାଳିତ ହୋଇଛି ଉତ୍କଳ ଦିବସ । ଉକ୍ରଳ ଦିବସ ପାଳ ସମିତି ତରଫରୁ ଏହି ଅବସରରେ ସ୍ଥାନୀୟ ବିକାଶ ମହଲ ପଡିଆରେ ସମସ୍ତେ ଏକତ୍ରିତ ହୋଇଥିଲେ । …

ସୁଗାର ଫ୍ରି ପଣା ଭର୍ତି ରୌପ୍ୟ ଗ୍ଲାସ ନିଲାମ ହେବ

ମହାବିଷୁବ ସଂକ୍ରାନ୍ତି ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ସ୍ୱାଇପ ମେଶିନ ସାହାଯ୍ୟରେ କ୍ୟାଶ୍ ଲେସ ଜମା ବ୍ୟବସ୍ଥା ହେବ ବଡବିଲ,(ଚିତରଂଜନ କର)- କେନ୍ଦୁଝର ଜିଲା ବଡବିଲରେ ନୀଳାଚଳ ସାଂସ୍କୃତିକ ପରିଷଦ ତରଫରୁ ଅପ୍ରେଲ ୧୪ ତାରିଖରେ ମହା ବିଷୁବ ସଂକ୍ରାନ୍ତି ଅଥବା ପଣା ସଂକ୍ରାନ୍ତି ପାଳନ…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ବଡବିଲ(ଚିତରଂଜନ କର)- କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ବଳିତା ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବଳିତା ତଳସାହିର ସାବିତ୍ରୀ ନାଏକ(୪୫)ଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ବଳିତା ଗ୍ରାମରେ ସୋନୁ ମୁଣ୍ଡା ନାମକ ବ୍ୟକ୍ତିଙ୍କ ଗୃହ ନିର୍ମାଣ କାର୍ଯ୍ୟ…

୭ ବର୍ଷର ଝିଅକୁ ବ୍ରେନ ଟ୍ୟୁମର, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଟୁଇଟର ମାଧ୍ୟମରେ ନିବେଦନ ପରେ ପୀଡିତାଙ୍କ ଘରେ ପହଂଚିଲା ପ୍ରଶାସନ ବଡବିଲ(ଚିତରଂଜନ କର)- କେନ୍ଦୁଝର ଜିଲା ବଡବିଲ ପୌରାଂଚଳ ୱାର୍ଡ ନଂ-୮ସ୍ଥିତ ବରକତ ନଗରରେ ରହୁଥିବା ନୌସାଦ ଆଲମଙ୍କ ୭ ବର୍ଷର ଝିଅ କେହକେଶା ଖାନମ ବ୍ରେନ ଟ୍ୟୁମର ରୋଗରେ ପୀଡିତ ହୋଇଥିବାବେଳେ ଚିକିତ୍ସାରେ ଅର୍ଥ ବାଧକ…