ଓଡ଼ିଶା ରାଜ୍ୟ ପରିବହନ ନିଗମ ପଦ୍ମପୁର ଶାଖା କର୍ମଚାରୀ ସଙ୍ଘର ଧର୍ମଘଟ ପ୍ରତ୍ୟାହୄତ ।
ପଦ୍ମପୁର/ନୀଳ ଦୀପ -ଗତ ୧ ତାରିଖରୁ ଓଡ଼ିଶା ପରିବହନ ନିଗମ ପଦ୍ମପୁର ଶାଖା କର୍ମଚାରୀ ସଂଘ ତରଫରୁ ବିଭିନ୍ନ ଦିବୀ ନେଇ ଧର୍ମଘଟ ଜାରି ରଖିଥିଲେ ।ଏହି ପରିପ୍ରେକ୍ଷୀରେ ତା୨୫/୦୯/୨୦୧୮ ମଙ୍ଗଳବାର ଦିନ ଅପରାହ୍ନ ୫ଘଣ୍ଟା ସମୟରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୌଳତ ଚନ୍ଦ୍ରାକରଙ୍କ…