ଟ୍ରିବ୍ୟୁନାଲ କାର୍ଯ୍ୟକୁ କେନ୍ଦ୍ର ସରକାର ଜାଣିଶୁଣି ବିଳମ୍ବ କରୁଛନ୍ତି: ବିଜେଡି
୨୨ରେ ମହାନଦୀ ପାଇଁ ମହାସମ୍ମିଳନୀ
ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ଯେଉଁସବୁ ବେଆଇନ୍ ବ୍ୟାରେଜ୍ ନିର୍ମାଣ କରି ଓଡ଼ିଶା ପାଇଁ ସମସ୍ୟା ସୃଷ୍ଟି କରିଚାଲିଛି, ସେଥିରେ କେନ୍ଦ୍ରର ବିଜେପି ଶାସିତ ସରକାର ସହଯୋଗ କରୁଛନ୍ତି । ବୋଝ ଉପରେ ନଳିତା ବିଡ଼ା ସଦୃଶ ଇବ୍ ନଦୀର ଜଳ…