“ଷଡ଼ଯନ୍ତ୍ରକାରୀ ବୈଜୟନ୍ତ, ମୁଖା ଖୋଲିଯାଇଛି”
ଭୁବନେଶ୍ୱର : ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ପ୍ରବକ୍ତା ଓ ଘନିଷ୍ଠ ସହଯୋଗୀ ଦେବାଶିଷ ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ବୈଜୟନ୍ତ ପଣ୍ଡାଙ୍କ ସଂପର୍କରେ ଯେଉଁ ସଂଗୀନ ଅଭିଯୋଗ ଆଣିଛନ୍ତି, ସେଥିରେ ଆମେ ଆଦୌ ଆଶ୍ଚର୍ଯ୍ୟାନ୍ୱିତ ନୋହୁଁ । ଶ୍ରୀ ମଲ୍ଲିକ ଉଲ୍ଲେଖ କରିଥିବା…