୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଘଟଣା : ଅଭିଯୁକ୍ତ ଗିରଫ 

ନାବାଳିକାକୁ ଭେଟି ସ୍ୱାସ୍ଥ୍ୟବସ୍ଥା ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା   ସାଲେପୁର- ସାଲେପୁରରେ ୬ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ରବିବାର  ଜଣକୁ ଗିରଫ କରିଛି ପୋଲିସ  । ଅଭିଯୁକ୍ତ ଜଣକ ହେଲେ ସ୍ଥାନୀୟ ଅଂଚଳର ଏମ.ଡି. ମୁସ୍ତାଫା  । ତାଙ୍କ ବିରୋଧରେ ୩୭୬, ୩୦୭…

ବିଜ୍ଞାନର ଅଭୂତପୂର୍ବ ଉନ୍ନତିର ଅନନ୍ୟ ଉଦାହରଣ ଟେଲି ମେଡିସିନ -ଜିଲ୍ଲାପାଳ

ଟେଲି ମେଡିସିନ୍ ସୋସାଇଟି ଅଫ୍ ଇଣ୍ଡିଆ, ଓଡ଼ିଶା ଚାପ୍ଟରର ସପ୍ତମ ବାର୍ଷିକ ସମ୍ମିଳନୀ କେନ୍ଦୁଝରରୁ ଏସ . ନାୟକ - ବିଜ୍ଞାନର ଅଭୂତପୂର୍ବ ଉନ୍ନତି ଫଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଉନ୍ନତି ଆସିଛି । ଟେଲି ମେଡିସିନ କାର୍ଯ୍ୟକ୍ରମ ଏକ ଉଲ୍ଲେଖନୀୟ ଉଦାହରଣ । ଏହା ଫଳରେ ରୋଗୀମାନେ…

ଏହା ମାଓବାଦୀ ନ କୋଉ ଖାଓବାଦୀଙ୍କ କାମ

    ଆରଡେଂଟ ଷ୍ଟିଲ ପ୍ଲାଂଟକୁ ମାଓବାଦୀଙ୍କ ଧମକପୂର୍ଣ୍ଣ ଚିଠି,  ପୋଲିସକୁ ନଜଣାଇ ତୁରନ୍ତ ଦିଅ ୩ କୋଟି  କେନ୍ଦୁଝର/Sanjib nayak  - କେବେଠୁ  ସୋରଶବ୍ଦ ନଥିଲା....କୌଣସି ଛୋଟ ମୋଟ  ଘଟଣାର ନଜୀର ନଥିଲା | ହେଲେ ଏବେ ମାଓବାଦୀ ନାଁରେ ହ୍ୟୁଜ ବଟି  ପାଇଁ ଚିଠି ଏବେ ମାଓଙ୍କ…

ଆମ ଭୁଲ ପାଇଁ ବିଜେଡି ବିଜେପି ଜିତୁଛନ୍ତି, ହେଲେ ଏଥର ହାରିବା ବାଜି ନୁହେ ଜିତିବା ପାଇଁ ଲଢ଼ିବ କଂଗ୍ରେସ ”…

ଦି ମାସ ଭିତରେ  କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବ  :ଜିତେନ୍ଦ୍ର   "" ଅତୀତର କେତେକ ଭୁଲ ପାଇଁ ଲୋକମାନେ ଆମକୁ ପ୍ରତ୍ୟାଖ୍ୟାନ କରିଛନ୍ତି  । ଅତୀତର ତ୍ରୁଟି ସୁଧାରି ଆମେ ଲୋକଙ୍କ ପାଖକୁ ଯାଇ ଆସ୍ଥାଭାଜନ ହେବୁ  । ପୁଣି କଂଗ୍ରେସର ସଂଗଠନ ସୁଦୃଢ଼ ହୋଇପାରିବ | ବିଜେଡ଼ି ଓ…

ରାଜ୍ୟରେ ଘଟୁଥିବା ଦୁଷ୍କର୍ମ ପ୍ରତିବାଦରେ ବିଜେପି ଯୁବମୋର୍ଚାର ବିକ୍ଷୋଭ 

ରାୟଗଡ଼ାରୁ ସରୋଜ ସାହୁ : ରାଜ୍ୟରେ ମହିଳା ଓ ଶିଶୁଙ୍କୁ ନିର୍ଯ୍ୟାତନା ସହ ଦୁଷ୍କର୍ମ ଭଳି ହୀନ କାର୍ଯ୍ୟ ବଢ଼ିବାରେ ଲାଗିଛି । ନିଜେ ଗୃହ ବିଭାଗ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଥିବା ସ୍ଥଳେ କଠୋର କାର୍ଯ୍ୟାନୁଷ୍ଠାନ ନେବାରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ଏଭଳିକି ଆଇନ ଶୃଙ୍ଖଳା ମଧ୍ୟ ବିପର୍ଯ୍ୟସ୍ଥ…

ପାର୍ସଲ ବୋମା ବିସ୍ଫୋରଣ ମାମଲା :  ଇଂରାଜୀ ଅଧ୍ୟାପକଙ୍କୁ ଉଠାଇନେଇ ଜେରା କଲା କ୍ରାଇମବ୍ରାଞ୍ଚ

ବଲାଙ୍ଗୀରରୁ ନିରୋଜ ମିଶ୍ର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରେ ନୂଆ ଟ୍ଵିଷ୍ଟ | ସୁସ୍ଥ ହୋଇ ରିମା ଘରକୁ ଫେରିବା ପରେ ଏବେ ଘଟଣା ଘଟିବାର ପ୍ରାୟ ଦୁଇମାସ ପରେ ଆଜି ନୂଆ  ଖିଅ ଦରାଣ୍ଡିଛି ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ | ତଦନ୍ତକାରୀ ସଂସ୍ଥା ର ସନ୍ଦେହ ବଳୟକୁ ଆସିଛନ୍ତି…

ଏପଟେ ମୃତ୍ୟୁ ଦଣ୍ଡାଦେଶ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ, ସେପଟେ କେନ୍ଦ୍ର ମନ୍ତ୍ରୀ କହୁଛନ୍ତି ବଲାତ୍କାର…

ଗୋଟେ ପଟେ ନାବାଳିକାଙ୍କ ବଲାତ୍କାରୀକୁ ଫାସୀ ଦଣ୍ଡାଦେଶ ସମ୍ପର୍କିତ ଅଧ୍ୟାଦେଶ ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ଲଗାଇ ଥିବା ବେଳେ ସେପଟେ ବିଜେପି ନେତା ତଥା କେନ୍ଦ୍ର ସରକାରଙ୍କ କେନ୍ଦ୍ର ଶ୍ରମ ଓ କର୍ମ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି ଯେ ଭାରତ ଭଳି ଦେଶରେ…

ହାତୀ ଆକ୍ରମଣରେ ୩ ମହିଳା ଗୁରୁତର 

ବାରିପଦା(ଦିଲ୍ଲୀପ ମହାନ୍ତି )- ଶନିବାର ପୂର୍ବାହ୍ନ ପ୍ରାୟ ସାଢେ଼ ୧୧ଟା ସମୟରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ସାମାଇଡ଼ିହି ଗ୍ରାମର କେତେକ ପୁରୁଷ ଓ ମହିଳା ସ୍ଥାନୀୟ ଜଙ୍ଗଲକୁ ଚାରକୋଳି ତୋଳିବା ସମୟରେ ଅଚାନକ ଜଙ୍ଗଲ ମଧ୍ୟରେ ରହିଥିବା ହାତୀ  ବାହାରି ଆସି ଆକ୍ରମଣ କରିଥିଲା ।…

ଗିରିଧାରୀ ବିଜେଡିରେ ଯୋଗଦେଲେ 

ଭୁବନେଶ୍ୱର : ମୁମ୍ବାଇ ପୋଲିସର ଅବସରପ୍ରାପ୍ତ କମିଶନର ଅରୂପ ପଟ୍ଟନାୟକଙ୍କ ବିଜେଡି ରେ ଯୋଗ ଦାନ ପରେ  ଭାରତୀୟ ସୂଚନା ସେବାର ଅବସର ପ୍ରାପ୍ତ ବରିଷ୍ଠ ଅଧିକାରୀ ଗିରିଧାରୀ ମହାନ୍ତି ବିଜେଡି ରେ ଯୋଗ ଦେଇଛନ୍ତି |  ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତାଙ୍କୁ ବିଜେଡିରେ ସାମିଲ କରି ତାଙ୍କର…