ନବୀନଙ୍କ କହିଁ ପର ନୀଗାହେଁ , କହିଁ ପର ନିଶାନା
ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ତେରେଛା ସମାଲୋଚନା
"ଦାରିଦ୍ର୍ୟ ଏବଂ ସାମାଜିକ ଅନ୍ୟାୟ ହେଉଛି ସବୁଠୁ ବଡ ହିଂସା ଢ ଯେଉଁମାନେ ସମାଜକୁ ଜାତି, ଧର୍ମ ଓ ଶ୍ରେଣୀ ଆଦି ବିଭିନ୍ନ ଗୋଷ୍ଠୀ ନାମରେ ସମାଜରେ ବିଭେଦ ସୃଷ୍ଟି କରୁଛନ୍ତି, ବିକାଶ ପାଇଁ ସେମାନଙ୍କୁ ପରାସ୍ତ…