ଥାନା ବା କୋର୍ଟକୁ ନଯାଇ ମାମଲା ସୁଲା,ହାଟଡ଼ିହି ଗ୍ରାମ ପଂଚାୟତରେ ଆଗରେ  

ମଧୁବାବୁ ଆଇନ ସହାୟତା ଶିବିର ସୁଫଳ  ହାଟଡ଼ିହି(ମକରଧ୍ବଜ ଜେନା ) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ  ୩୧ଟି ଗୋଟି ପଂଚାୟତକୁ ନେଇ ଗଠିତ  । ଏହି ଗ୍ରାମ ପଂଚାୟତର ଥିବା ଗ୍ରାମ ଗୁଡ଼ିକରେ ଘରୋଇ ଦ୍ୱନ୍ଦ୍ୱ ଓ ପଂଚାୟତର ଛୋଟ ବଡ଼ ସମସ୍ୟା ସମାଧାନ ପାଇ ହାଟଡ଼ହି ବ୍ଲକ ଆଇନ ସେବା ଶିବିର…

ପ୍ରତିବର୍ଷ ପରି ମିଳିଲାନି ଶିବ ଉପାସନା ପାଉଣା,  ୪ ବର୍ଷ ହେବ ୫ ଶହ ଟଙ୍କାରେ ଖଟୁଛନ୍ତି ପଣ୍ଡା

  ହାଟଡ଼ିହି(ମକରଧ୍ବଜ ଜେନା) :  ହାଟଡ଼ିହି ବ୍ଲକର ହାବଳେଶ୍ୱର  ପଂଚାୟତର ପୂଣ୍ୟ ବୈତରଣୀ କୂଳରେ ବହୁ ପୁରାତନ କାଳରୁ ପାତାଳି ଶିବ ମନ୍ଦିର ପ୍ରସିନ୍ଧ  । ପ୍ରତ୍ୟେକ ବର୍ଷ ଆନନ୍ଦପୁର ଉପଜିଲ୍ଲାପାଳ ଶିବ ରାତ୍ରୀ, ଶିବ ଜାଗରରେ ନିତି ଭୋଗ ଓ ପୂଜା ପୀଠର ସାଜସଜା ପାଇଁ ଅର୍ଥ ଦାନ କରିଥାନ୍ତି …

କିଏ ନକଲା ନାହିଁ, ଆଗେଇ ଆସିଲା ସହିଦ ଭଗତ ସିଂ ଯୁବକ ସଂଘ

ଆରମ୍ଭ କଲା  ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ସଫେଇ ବ୍ୟାସନଗର(ବିଶ୍ୱଜିତ ମାଝି)  : ବ୍ୟାସନଗର ପୌରପରିଷଦ ପକ୍ଷରୁ ବିଭିନ୍ନ ଛକରେ ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତି ପ୍ରତିଷ୍ଠା  କରାଯାଇଛି । ମାତ୍ର ଏସବୁ ପ୍ରତିମୂର୍ତ୍ତିଗୁଡ଼ିକର ଉପଯୁକ୍ତ ଭାବେ ରକ୍ଷଣାବେକ୍ଷଣ କରାଯାଉନଥିବାରୁ…

ପ୍ରେମୀଯୁଗଳଙ୍କ ଅତ୍ମହତ୍ୟା ।

ସୋହେଲା-ବରଗଡ଼ ଜିଲା ସୋହେଲା ଥାନା ସୀମାନ୍ତ ଗ୍ରିଂଜେଲ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ମହୁଲ ଗଛରେ ଫାଶୀ ଲଗାଇ ଏକ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ଗ୍ରିଂଜେଲ ଗ୍ରାମର ଗଣେଶ ସେଠ୍‌(୨୦) ଜଣେ ଟ୍ରାକ୍ଟର…

ପଦ୍ମପୁର ପୋଲିସର ଆଉ ଏକ ସଫଳତା : ୧୪ ଜଣ ଦାଦନ ଚାଲାଣ ସମୟରେ ଉଦ୍ଧାର

  ପଦ୍ମପୁର/ନୀଳ ଦୀପ - ଆଜି ସକାଳ ପାଖାପାଖି ୯ଘଣ୍ଟା ସମୟରେ ଏକ ଚାରି ଚକିଆ ଜାନ (ଛୋଟାହାତି) ରେ ୧୪ ଜଣ ଦାଦନ ଚାଲାଣ ସମୟରେ ପଦ୍ମପୁର ପୋଲିସ ଉଦ୍ଧାର କରିଛି । ସୁଚନା ଅନୁଯାୟୀ ପାଇକମାଲ ବ୍ଳକ ଅନ୍ତର୍ଗତ ଟେମରୀମାଲ ଗ୍ରାମର ୧୪ ଜଣ ଶ୍ରମିକଙ୍କୁ ଏକ ଛୋଟାହାତି ଗାଡିରେ (OD 17 L 9479)…

 ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତିଙ୍କ ସହ ଶତାଧିକ କଂଗ୍ରେସ କର୍ମୀ

  ଭୁବନେଶ୍ୱର( ଚକ୍ରଧର ମାଝି) :ବିଧାୟକ ତାର ବାହିନୀପତିଙ୍କୁ କଂଗ୍ରେସ ପୁନର୍ଗଠନ ବେଳେ ଆବଶ୍ୟକ ଗୁରୁତ୍ୱ ଦିଆଯାଇନଥିବା ତଥା ତାଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇନଥିବା ଅଭିଯୋଗରେ କିଛି ଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା କୋରାପୁଟ ଜ଼ିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଶିବ ପଟନାୟକ…

ଆଇନର ରକ୍ଷକ ନା ସରକାରୀ ଗୁଣ୍ଡା !!!

 ପୁଲିସ୍‌ ଦାଦାଗିରି : ବିଚ୍‌ ରାସ୍ତାରେ ନିସ୍ତୁକ ପିଟିଲେ, ଥାନା ଘେରିଲେ ଉତ୍ତେଜିତ ଜନ ସାଧାରଣ ।   ବରଗଡ଼(ନୀଳ ଦୀପ)  - ଶନିବାର ରାତି ପ୍ରାୟ ୮ଟା ବେଳେ ବରଗଡ଼ ପୁଲିସ୍‌ ବିଚ୍‌ ରାସ୍ତାରେ ଦାଦାଗିରି ଦେଖାଇଛି। ଦାଦାଗିରିର ଶିକାର ହୋଇଛନ୍ତି ଜଣେ ୨୦ ବର୍ଷର ଯୁବକ ଅମିତ୍‌ ସାହୁ। ଯୁବକ…

ଚାକିରୀ ନିୟମିତ ନହେଲେ ଆନ୍ଦୋଳନ ।

ବରଗଡ଼(ନୀଳ ଦୀପ) -ବରଗଡ଼ ଗାନ୍ଧୀଛକ ନିକଟ କଲ୍ୟାଣ ମଣ୍ଡପରେ ଶନିବାର ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ, ବରଗଡ଼ ଜିଲା ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଅରୁଣ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପ୍ରତି ରାଜ୍ୟ…

ଧାନ ସଂଗ୍ରହ ଆରମ୍ଭରୁ ଅନିୟମିତତା, ଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ।

ବରଗଡ଼(ନୀଳ ଦୀପ) -ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୧ଦିନ ବିତିଛି। ମାତ୍ର ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ କିଭଳି ଅନିୟମିତତା ଚାଲିଛି, ସେଭଳି ଅଭିଯୋଗ ଏବେ ସାମ୍ନାକୁ ଆସିଛି। ମଣ୍ଡିକୁ ଆସିବା ପରିବର୍ତ୍ତେ ସିଧାସଳଖ ଅତାବିରା ଅଞ୍ଚଳର ଏକ ରାଇସ ମିଲକୁ ଯାଉଥିବା ଏକ…