ମିଳିଲା ନିଖୋଜ ଯୁବକଙ୍କ ଝୁଲନ୍ତା ଶବ
ପାଇକମାଲ/ ଗୌରାଙ୍ଗ ଚରଣ ଦାଶ :- 22 ତାରିଖ ସକାଳ ପ୍ରାୟ 11 ଘଣ୍ଟା ସମୟରେ ପାଇକମାଲ ନିକଟସ୍ଥ କେନାବୁଡା ଗ୍ରାମରେ ଅଭେଲ ବରିହା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କର ପୁଅ ଭୀଷ୍ମ ବରିହା ଗତ 19 ତାରିଖରୁ ନିଖୋଜ ଅଛନ୍ତି ବହୁ ଖୋଜାଖୋଜି କରିବା ପରେ ଆଜି କୋକନରା ଗ୍ରାମର ସୀମା ରେ…